ଘରୋଇ ଇଭେଣ୍ଟଗୁଡିକ ପୁନର୍ଗଠନ କଲା ହକି ଇଣ୍ଡିଆ:୨୦୨୧ରୁ ଜାତୀୟ ଚାମ୍ପିୟନଶିପ୍‌ ଲାଗି ନୂଆ ଫର୍ମାଟ

ନୂଆଦିଲ୍ଲୀ,୧୫।୪(ପି.ଟି.):  ହକି ଇଣ୍ଡିଆ ସବୁ ଘରୋଇ ଇଭେଣ୍ଟ ତଥା ଟୁର୍ନାମେଣ୍ଟଗୁଡିକର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ଜାତୀୟ ଚାମ୍ପିୟନଶିପ୍‌ଗୁଡିକ ଆସନ୍ତାବର୍ଷଠାରୁ ନୂଆ ଫର୍ମାଟରେ ଆୟୋଜନ ହେବ।…

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ କେତୁ ନକ୍ଷତ୍ରସ୍ଥ ରବି ଯୋଗୁ ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ବାର୍ଥହାନି ହେତୁ କୁତ୍ସା ରଟନା କରିପାରେ । ଯେତେ ଭଲ ଚିନ୍ତା ପୂର୍ବକ…

୩ଟି ମ୍ୟାଚ୍‌ରୁ ସାଣ୍ଟୋସ୍‌ଙ୍କୁ ବାସନ୍ଦ କଲା ୟୁଇଏଫ୍‌ଏ

ନିୟନ,୧୫।୪(ଏପି): ୟୁରୋପ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଇଏଫ୍‌ଏ (ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ) କୋପନହାଗେନ ଫରଓ୍ବାର୍ଡ ମାଇକେଲ ସାଣ୍ଟୋସ୍‌ଙ୍କୁ ୩ଟି ମ୍ୟାଚ୍‌ରୁ ବାସନ୍ଦ କରିଛି।…

କୋଭିଡ୍‌- ୧୯ ସବୁ ବିଶ୍ୱକପ୍‌ଠାରୁ ବଡ଼: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୪(ପି.ଟି.): ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଦେଶରେ ଚାଲିଥିବା ଏହି ଲଢେଇ ସବୁ ବିଶ୍ୱକପ୍‌ଠାରୁ…

ଜନ୍ମିତ ଶିଶୁର ନାମ ‘ସାନିଟାଇଜର୍‌’

ଲକ୍ଷ୍ନୌ: ଦେଶ ସହିତ ସମଗ୍ର ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ପ୍ରଥମେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା…

ମାସ୍କ, ସାନିଟାଇଜର୍‌ ଦେଇ ସଚେତନ କଲେ ଯବାନ

ଚନ୍ଦ୍ରପୁର,୧୫ା୪: ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ଡାଙ୍ଗସୋରଡ଼ାସ୍ଥିତ ସିଆର୍‌ପିଏଫ୍‌ ୮ମ ବାଟାଲିୟନ୍‌ ପକ୍ଷରୁ ବିଭିନ୍ନ ଗ୍ରାମରେ କରୋନାରୁ ସୁରକ୍ଷା ପାଇଁ ସଚେତନ କରିବା ସହ ୨୫୦ରୁ ଊର୍ଦ୍ଧ୍ୱ…

କରୋନାକୁ ନେଇ ପିଟ୍‌ବୁଲଙ୍କ ନୂଆ ଗୀତ ରିଲିଜ୍‌

ଆମେରିକାନ ଫେମସ୍‌ ରାପର ପିଟ୍‌ବୁଲ ନିଜର ନୂଆ ସଙ୍ଗ୍‌ ରିଲିଜ୍‌ କରିଛନ୍ତି। ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଯେଉଁ ମୃତ୍ୟୁ ତାଣ୍ଡବ ସୃଷ୍ଟି କରିଛି, ତାକୁ…

କୋଭିଡ୍‌-୧୯ ସତ୍ତ୍ୱେ ଏସିଆନ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ହେବ

କୁଆଲାଲମ୍ପୁର,୧୫।୪ (ଏଏଫ୍‌ପି): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଏସିଆରେ ସବୁ ଆଗଧାଡିର ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆବଶ୍ୟକ…

କୋଭିଡ୍‌-୧୯: ଟୁର ଡି ଫ୍ରାନ୍ସ ସ୍ଥଗିତ

ପ୍ୟାରିସ୍‌,୧୫।୪ (ଏପି): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟୁର ଡି ଫ୍ରାନ୍ସ ଆୟୋଜନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଶେଷରେ ଏହାକୁ ସ୍ଥଗିତ ରଖାଯାଇଛି। ବିଶ୍ୱର…

ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ରେ ଅଜୟ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ୍‌ ତାନାଜୀର ସଫଳତାର ଭରପୁର ମଜା ନେଇଛନ୍ତି। ତାଙ୍କର ଏହି ଫିଲ୍ମଟି ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକ୍‌ବଷ୍ଟର ହୋଇଯାଇଛି।…