ମୋବାଇଲ ଟାୱାରରୁ ଚୋରି, ୩ ଗିରଫ

ବଡବିଲ, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୋଲିସ ଏକ ମୋବାଇଲ ଟାୱାରରୁ ଚୋରି ଅଭିଯୋଗରେ ୨ଚୋରଙ୍କ ସହ ଜଣେ ରିସିଭରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।…

ଚୋରି ବାଇକ ଉଦ୍ଧାର, ୪ ଗିରଫ

ବଡବିଲ, ୧୫।୪(ସ୍ବ.ପ୍ର.)-ବଡବିଲ ପୋଲିସ ବାଇକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୟାବାଲି ଅଞ୍ଚଳର ଭୀଷ୍ମ କୁମାର…

ସୌରିବନ୍ଧୁ କରଙ୍କ ବିୟୋଗରେ ଶୋକ

କେନ୍ଦୁଝର,୧୫ା୪(ଡିଏନ୍‌ଏ): ବିଶିଷ୍ଟ ଶ୍ରମିକ ନେତା ତଥା ଏ.ଆଇ.ଟି.ୟୁ.ସିର ରାଜ୍ୟ ସାଧାରଣ ସମ୍ପାଦକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ…

କୂଅରେ ପଡ଼ି ବୃଦ୍ଧାଙ୍କ ପ୍ରାଣ ଗଲା

ପାଟଣା,୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଅନ୍ତର୍ଗତ ବଳିଆ ପଶି ଗ୍ରାମର ଏକ କୂଅରୁ ମଙ୍ଗଳବାର ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ…

ନିଆଁରେ ପୋଡ଼ି ବିବାହିତା ମହିଳାଙ୍କ ମୃତ୍ୟୁ

ବନ୍ତ, ୧୫ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ନୂଆପୋଖରୀ ଗ୍ରାମରେ ମଙ୍ଗଳବାର ସକାଳେ ଜଣେ ବିବାହିତା ମହିଳା ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି। ପରିବାର ଲୋକେ ଏହାକୁ…

ଠିକାଦାର ସଂଘ ପ୍ରଦାନ କଲା ୨ ଲକ୍ଷ

ବାରିପଦା ଅଫିସ, ୧୫ା୪- କରୋନା ମହାମାରୀର ମୁକାବିଲା କରିବା ପାଇଁ ମୟୂରଭଞ୍ଜ ଜିଲା ଠିକାଦାର ସଂଘ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ…

ସହାୟତା ତାଲିକାରେ ନାଁ ନାହିଁ: ଉଠା ଦୋକାନୀ ଜିଲାପାଳଙ୍କ ଦ୍ୱାରସ୍ଥ

ବାରିପଦା ଅଫିସ, ୧୫ା୪- ଲକ୍‌ ଡାଉନ ଲାଗୁ ହେବାଠାରୁ ବାରିପଦା ସହରରେ ଥିବା ଉଠାଦୋକାନୀମାନଙ୍କ ଦୋକାନ ବନ୍ଦ ହୋଇ ପଡ଼ି ରହିଛି। ପରିବାର ପ୍ରତିପୋଷଣ କରିବା ସେମାନଙ୍କ…

୨୫୦ରୁ ୧୯୮ଟି ସାମ୍ପୁଲ ନେଗେଟିଭ୍‌

ବାରିପଦା ଅଫିସ, ୧୫ା୪- କରୋନା ସନ୍ଦେହରେ ଜିଲାର ୨୫୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଆସିଥିବା ୧୯୮ଟି ସାମ୍ପୁଲ ନେଗେଟିଭ୍‌ ବୋଲି…

ବନ୍ଦ ହେଲା ଉଡ଼ାପର୍ବ

ଠାକୁରମୁଣ୍ଡା,୧୫ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାସ୍ଥିତ ମା’ ବାସୁଳିଙ୍କ ପୀଠରେ ପଣା ସଂକ୍ରାନ୍ତି ଅବସରରେ ପାଳିତ ହୋଇ ଆସୁଥିବା ପ୍ରସିଦ୍ଧ ଉଡ଼ାପର୍ବ ଚଳିତ ବର୍ଷ କରୋନା ଲାଗି ବନ୍ଦ…

୧୦ ସେକେଣ୍ଡରେ ସାନିଟାଇଜ୍‌: ଚର୍ଚ୍ଚାରେ ଦୁଇ ଭାଇ

ବାରିପଦା ଅଫିସ, ୧୫ା୪-ଏବେ କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିିିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ…