ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ନାମ ଘୋଷଣା ପରେ ଅଙ୍କିତାଙ୍କୁ ଆଲିଙ୍ଗନ କରିଥିଲେ ସୁଶାନ୍ତ

ମୁମ୍ବାଇ : ଏକତା କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସିରିୟଲ ‘ପବିତ୍ର ରିସ୍ତା’ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର…

ବୁଗୁଡ଼ାରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଶୂନ୍‌ଶାନ୍‌

ବୁଗୁଡ଼ା,୨୦ା୬(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ଶନିବାର ଓ ରବିବାର ଦୁଇଦିନିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏଭଳି…

ସୂର୍ଯ୍ୟୋପରାଗରେ କରନ୍ତୁ ଏହି ୩ ମନ୍ତ୍ରର ଜପ.. ଟଳିବ ବିପଦ…

ଜୁନ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଦୃଶ୍ୟମାନ। ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ଏହା ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ…

ପୁରୁଷୋତ୍ତମପୁର ବ୍ଲକରେ ୫ କରୋନା ପଜିଟିଭ ଚିହ୍ନଟ: ଶାସନପଲ୍ଲୀ ଗ୍ରାମକୁ ସିଲ କଲା ପ୍ରଶାସନ

ପୁରୁଷୋତ୍ତମପୁର,୨୦।୬(ଡି.ଏନ.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଶାସନପଲ୍ଲୀ ଗ୍ରାମରେ ୪ ଜଣ ଓ ଭାଟକୁମରଡା ପଞ୍ଚାୟତ ନିମପଲ୍ଲୀ ଗ୍ରାମରେ ଶନିବାର ଜଣେ କରୋନା ପଜିଟିଭ ଚିହ୍ନଟ…

ଲକ୍‌ଡାଉନ୍‌ କୋହଳ ହେବା ପରେ ରକିଙ୍କୁ ଭେଟିଲେ ହିନା

ବମ୍ବେ: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏଥିରେ ଫସି ରହିଥିଲେ ସେଲିବ୍ରିଟିମାନେ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ସୁରକ୍ଷିତ ମଣିଲେ।…

ଟି୨୦ ବିଶ୍ୱକପ୍‌ ଦେଖିବାକୁ ପ୍ରଶଂସକଙ୍କୁ ମିଳିବ ଅନୁମତି

ମେଲବୋର୍ନ,୨୦।୬(ପି.ଟି.): ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଅବସରରେ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକଙ୍କୁ ଅନୁମତି ମିଳିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ…

ଘର ଉପରେ ଚଢିଗଲା କଣ୍ଟେନର: ମହିଳା ମୃତ

ରାମପୁର,୨୦।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଦେଇ ଯାଇଥିବା ରାୟପୁର ଗୋପାଳପୁର ୫୯ ନଂ. ଜାତୀୟ ରାଜପଥର ଅଁଳାପାଲି ଛକ ନିକଟରେ ଥିବା ଏକ ଘରେ ଶନିବାର ଏକ କଣ୍ଟେନର ଚଢିଯାଇ…

ଅଟକିଯାଇନି ରଥ କାମ: ମହାରଣା ସେବକଙ୍କ ବିଶ୍ୱାସ ‘ମହାପ୍ରଭୁ ଚାହିଁଲେ ସବୁକିଛି ଓଲଟପାଲଟ ହୋଇଯିବ’

ପୁରୀ ଅଫିସ,୧୯ା୬: ଚଳିତବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମ୍‌କୋର୍ଟ ରାୟ ଶୁଣାଇଛନ୍ତି। ହେଲେ ଏହି ରାୟ ପରେ ବିଭିନ୍ନ ମହଲରେ କ୍ଷୋଭ ସୃଷ୍ଟି ହୋଇଛି ।…

ଗାଙ୍ଗୁଲିଙ୍କ ପରିବାର ସଦସ୍ୟ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୦।୬(ପି.ଟି.): ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରିବାରର କେତେଜଣ ସଦସ୍ୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।…

ବାବୁ ମହଲ: ସନିଆର ଚାଷ | Babu Mahal #38 ‘Sania ra chasa’

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ତେବେ ଆଜିର ଯୁବପିଢ଼ି କୃଷିକାର୍ଯ୍ୟ ପ୍ରତି ଏତେଟା ଆଗଭର ନ ହେଉଥିବା ପ୍ରାୟତଃ ପରିଲକ୍ଷିତ ହୁଏ। କୃଷି ଯେ ଅର୍ଥନୀତିର…