ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌: ସୋମବାର ୪ଟାରୁ ଆଇଆର୍‌ସିଟିସିରେ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୦।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ ଧୀରେ…

ମା’ ପାଇଁ ଦିନ ଟିଏ

ଆଜି ବିଶ୍ୱମାତୃ ଦିବସ । ଆମ ସମସ୍ତଙ୍କ ଜୀବନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱମାତୃ ଦିବସ ଅବସରରେ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଭିଡ଼ିଓ ।

କୁମ୍ପି ଭାଙ୍ଗି କୋଭିଡ୍‌ ଫଣ୍ଡକୁ ଅର୍ଥଦାନ କଲେ ଛାତ୍ର

କବିସୂର୍ଯ୍ୟନର,୧୦ା୫(ଡି.ଏନ୍‌.ଏ.)- ବର୍ଷକର ପକେଟ ମନିକୁ ସପ୍ତମ ଶ୍ରେଣୀ ଛାତ୍ର ସାର୍ଥକ କୁମାର କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ଦାନ…

ଅନ୍ତେବାସୀଙ୍କୁ ଗାଳିଦେଇ ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି,୧୦ା୫(ଡି.ଏନ.ଏ.)- ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ଗାଳିଗୁଲଜ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଏନେଇ ଭିଡିଓ ଭାଇରାଲ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ବିଇଓ ନିଲମ୍ବନ କରିଛନ୍ତି। ସେ…

ସୂର୍ଯ୍ୟ ଚାରିପଟେ ବଳୟ ଦୃଶ୍ୟମାନ

ଜି.ଉଦୟଗିରି,୧୦ା୫(ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର ପୂବାହ୍ନ ପ୍ରାୟ ୧୧ଟା ୧୫ରୁ ଅଧ ଘଣ୍ଟା ଧରି ସୂର୍ଯ୍ୟଙ୍କ ଚାରିପଟେ ଏକ ବଳୟ ଦୃଶ୍ୟମାନ ମିଳିଥିଲା।…

୪୮ ଘଣ୍ଟା ଶଟ୍‌ଡାଉନ ଘୋଷଣା କଲେ ଖଇରା ସରପଞ୍ଚ

ଖଇରା, ୧୦ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରରେ ଜନଗହଳି ଉପରେ କଟକଣା ଲଗାଇବା ଉଦ୍ଦେଶ୍ୟରେ ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ ୪୮ଘଣ୍ଟିଆ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଆସନ୍ତା…

ରକ୍ତଅଭାବ ଦୂର ଲାଗି ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ଜୁନାଗଡ,୧୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଆହ୍ବାନକ୍ରମେ ରବିବାର ଜୁନାଗଡ ବ୍ଲକ ଚିଲଗୁଡା ନୀଲମାଧବ ଉଚ୍ଚ ବିଦ୍ୟାଳୟରେ ଜିଲା ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

ଠାକୁରମୁଣ୍ଡା,୧୦ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ କେଶଡ଼ିହା ପଞ୍ଚାୟତ ପୁରୁଣାପାଣି ଗ୍ରାମରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ୩ ଜଣ…

ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ଝାରବନ୍ଧ,୧୦।୫(ଡି.ଏନ.ଏ): ବରଗଡ଼ ଜିଲା ଜଗଦଲପୁରସ୍ଥିତ ଏକ ସୋ ରୁମରୁ ନୂଆ ବାଇକ୍‌ କିଣି ସେଥିରେ ଘରକୁ ଫେରିବା ବାଟରେ ରବିବାର ଜଣେ ଯୁବକ ଦୁର୍ଘଟଣା ସମ୍ମୁଖୀନ ହୋଇ…

ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆଙ୍କ ନିବେଦନ

ବରଗଡ଼ ଅଫିସ୍‌,୧୦।୫: ଲକ୍‌ ଡାଉନ୍‌ ଯୋଗୁ ବରଗଡ଼ ଜିଲାର ପ୍ରାୟ ୩୦ଜଣ ଯୁବତୀଯୁବକ ତାମିଲନାଡ଼ୁର ତିରପୁରରେ ଫସି ରହିଛନ୍ତି । ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେମାନେ…