ରଥଯାତ୍ରାକୁ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅନୁମତି

ରାତି ପାହିଲେ ରଥଯାତ୍ରା । ରଥପ୍ରସ୍ତୁତ ଥିବାବେଳେ ପଥ ବି ରଥାରୁଢ ଶ୍ରୀଜିଉଙ୍କ ଅପେକ୍ଷାରେ । ସେପଟେ ସୁପ୍ରିମକୋର୍ଟରେ ପୂର୍ବ ରାୟର ପୁନଃବିଚାର କରିବାକୁ ଶୁଣାଣି କରାଯାଉଛି…

୩ ମନ୍ତ୍ରୀଙ୍କୁ ରଥଯାତ୍ରା ତଦାରଖ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)-ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି। ରଥଯାତ୍ରା…

ମୃତ୍ୟୁ ଗୁଜବକୁ ଖଣ୍ଡନ କଲେ ଏହି କ୍ରିକେଟର୍‌; କହିଲେ ମୁଁ ବଞ୍ଚତ୍ଛି

ଇସ୍‌ଲାମବାଦ୍‌, ୨୨।୬- ପାକିସ୍ତାନ କ୍ରିକେଟ୍‌ ଦଳର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଇର୍ଫାନ କାର୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନେଇ ଏକ ଖବର ରବିବାର ହଠାତ୍‌ ସୋସିଆଲ…

ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ୭ ସଦସ୍ୟ ଗିରଫ; ବିଭିନ୍ନ ମାରଣାସ୍ତ୍ର ଜବତ

କଣ୍ଟାପଡା,୨୨।୬(ଡି.ଏନ୍‌.ଏ.)-କଟକ ଜିଲା କଣ୍ଟାପଡାସ୍ଥିତ ବଟଗୋସେଇଁ ଗାଦୀ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ରବିବାର ଡକାୟତି ପାଇଁ ଯୋଜନା କରୁଥିବାବେଳେ ଓଲଟପୁର ପୋଲିସ ଚଢ଼ାଉ କରି ଆନ୍ତଃଜିଲା…

ରଥଯାତ୍ରା ନେଇ ପୁରୀ ଶଟ୍‌ଡାଉନ୍‌ : ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

ପୁରୀ ଅଫିସ,୨୨।୬: ରଥଯାତ୍ରା ନେଇ ପୁରୀ ଜିଲାକୁ ‌ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିବା…

ଡବ୍ଲ୍ୟୁଡବ୍ଲ୍ୟୁଇକୁ ଅଲ୍‌ବିଦା କହିଲେ ‘ଡେଡ୍‌ମ୍ୟାନ’ ଅଣ୍ଡରଟେକର

ହୋଷ୍ଟନ (ଆମେରିକା), ୨୨।୬- ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ସର୍ବକାଳୀନ ଶ୍ରେଷ୍ଠ ରେସ୍‌ଲର ତଥା ‘ଡେଡ୍‌ମ୍ୟାନ’ ଭାବେ ପରିଚିତ ଦି ଅଣ୍ଡରଟେକର ରିଙ୍ଗ୍‌ରେ ଆଉ ଲଢ଼େଇ କରୁଥିବାର…

ଏନ୍‌ସିପିରୁ ଇସ୍ତଫା ଦେଲେ ବାଘେଲ

ଗାନ୍ଧୀନଗର,୨୨।୬: ଗୁଜରାଟର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲ ଏନ୍‌ସିପିର ରାଷ୍ଟ୍ରୀୟ ମହାସଚିବ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ଏଥିସହ ଦଳରୁ ମଧ୍ୟ ସେ ଇସ୍ତଫା ଦେଇଥିବା…

କରୋନା ମୁକ୍ତ ହୋଇ କାର୍ଯ୍ୟରେ ଯୋଗଦେଲେ ୩୧ ଆର୍‌ପିଏଫ୍‌ ଯବାନ

ଚେନ୍ନାଇ,୨୨।୬: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସୁସ୍ଥତା ହାର ମଧ୍ୟ ଅନ୍ୟଦେଶ ଅପେକ୍ଷା ଭଲ ରହିଛି। ସୋମବାର ଚେନ୍ନାଇର ୩୧ ଆର୍‌ପିଏଫ୍‌…

ସାଢେ ୪ କୋଟି ଓଡିଆଙ୍କ ବିଜୟ : ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨ା୬(ବ୍ୟୁରୋ)-ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ସର୍ତ୍ତ ଅନୁଯାୟୀ ପୁରୀରେ ରଥଯାତ୍ରା ଅନୁଷ୍ଠିତ…

ଅଧା ବିଜୁଳି ବିଲ୍‌ ଦେବେ ଗ୍ରାହକ!

ଭୋପାଳ,୨୨।୬: ଦେଶରେ କରୋନା ଭାଇରସକୁ ନେଇ ଲକ୍‌ଡାଉନ ଚାଲିଥିବା ବେଳେ ଲୋକେ ଘରେ ବସି ରହିଥିଲେ। କେହି କେହି ଏହି ସମୟରେ ରୋଜଗାର ମଧ୍ୟ ହରାଇଛନ୍ତି। ଏପରି…