Categories: Video

ରଥଯାତ୍ରାକୁ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅନୁମତି

ରାତି ପାହିଲେ ରଥଯାତ୍ରା । ରଥପ୍ରସ୍ତୁତ ଥିବାବେଳେ ପଥ ବି ରଥାରୁଢ ଶ୍ରୀଜିଉଙ୍କ ଅପେକ୍ଷାରେ । ସେପଟେ ସୁପ୍ରିମକୋର୍ଟରେ ପୂର୍ବ ରାୟର ପୁନଃବିଚାର କରିବାକୁ ଶୁଣାଣି କରାଯାଉଛି । ମୁଖ୍ୟ ବିଚାରପତି ଏସ୍‌.ଏ ବୋବଡେଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହାର ଶୁଣାଣି କରିବେ ।