ଭୁବନେଶ୍ୱର,୭।୭(ବ୍ୟୁରୋ): ଚଳିତ ମୌସୁମୀରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକ୍ଟର ଅଞ୍ଚଳରେ ମୋଟ ୬ କୋଟି ୩୦ ଲକ୍ଷ ଚାରା ରୋପଣ କରାଯିବ। ଏହାମଧ୍ୟରୁ ସହରାଞ୍ଚଳରେ…
ନୂଆଦିଲ୍ଲୀ,୭।୭: ଶେଷରେ ଚାଇନା ସୈନ୍ୟ ଏଲ୍ଏସିରୁ ୨ କିଲୋମିଟର ପଛକୁ ହଟିଛି। ଏଥିଲାଗି ସବୁ ଶ୍ରେୟ ଭାରତୀୟ ସେନାକୁ ଦେଇଛି କଂଗ୍ରେସ। ପୂର୍ବ ଲଦାଖରେ ଚାଇନା ସୈନ୍ୟଙ୍କ…
ପିଥୋରାଗଡ଼/ଡେରାଡୁନ,୭ା୭: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଧରଚୁଲା ଅଞ୍ଚଳରେ ଭାରତର ସୀମାକୁ ଲାଗି ରହିଥିବା ନେପାଳର ୬ଟି ନୂଆ ସୀମା ଆଉଟପୋଷ୍ଟ ମଧ୍ୟରୁ ୨ଟିକୁ ଏହା ଉଠାଇନେଇଛି। ଏହି…
କଟକ ଅଫିସ,୭।୭: ଗଠନର ପ୍ରାୟ ଦେଢ଼ ବର୍ଷ ପରେ ମଧ୍ୟ ଅକାମୀ ହୋଇ ପଡ଼ିଛି ଓଡ଼ିଶା ରିୟଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ୍ (ଓଆର୍ଇଏଟି)। ଏଯାବତ୍ ଗୃହ ଏବଂ…
ଇସ୍ଲାମାବାଦ,୭ା୭(ପି.ଟି.): ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଡ. ଜାଫର ମିର୍ଜା କରୋନା ଆକ୍ରାନ୍ତ ଥିବା ସୋମବାର ପରୀକ୍ଷାରୁ ଜଣାପଡିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ…
ଭୁବନେଶ୍ୱର,୭।୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ବାରମ୍ବାର ଅଶ୍ଳୀଳ ଭିଡିଓ ଓ ମେସେଜ ପଠାଇ ଅଡୁଆରେ ପଡିଛନ୍ତି ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଓଏଏସ୍…
କାନପୁର/ଲକ୍ଷ୍ନୌ,୭ା୭(ପି.ଟି.): ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍ ଟିକା ଶୁଭାରମ୍ଭ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ଅବାସ୍ତବ ଓ…
ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଜିଟିଭ୍ ଚିହ୍ନଟ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଅଧିକ…
ନୂଆଦିଲ୍ଲୀ,୭ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୪,୨୪୮ ନୂଆ ସଂକ୍ରମିତ…
ଭୁବନେଶ୍ୱର,୭।୭(ବ୍ୟୁରୋ): କରୋନା ସମୟରେ ଓଡ଼ିଶା ଔଷଧ ନିଗମରେ ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ କଂଗ୍ରେସ ଲୋକଲୋଚନକୁ ଆଣି ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲା। ମାସ୍କ, ପିପିଇ, ସାନିଟାଇଜର, ରିଏଲଟାଇମ…