ପୁଣି ଜଣେ କରୋନା ରୋଗୀଙ୍କ ମୃତଦେହ ସହ ଅସମ୍ମାନ

ଭୋପାଲ,୭।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ମୃତଦେହକୁ ଅତି ଦୟନୀୟ ଅବସ୍ଥାରେ ହସ୍ପିଟାଲ କର୍ମଚାରୀ ଅଳିଆ ଗଦାରେ…

ଲକ୍‌ଡାଉନ୍‌ରେ ଘରେ ବସି ବୃଦ୍ଧା ହୋଇଗଲେ ଶିଳ୍ପା ଶେଟ୍ଟୀ

କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏବେ…

ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା: ଆସନ୍ତା ୯ରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ସଟ୍‌ଡାଉନ୍‌; ଜାଣନ୍ତୁ..

ଛତ୍ରପୁର, ୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜ଼ିଲାର ବିଏମ୍‌ସି ସମେତ ୧୮ ସହରାଞ୍ଚଳ ଏବଂ ସାନଖେମୁଣ୍ଡି, ଶେରଗଡ଼,…

ବିଜୁଳି ବିଲ୍‌ ୧୦କୋଟି…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍‌ରେ ବିଦ୍ୟୁତ୍‌ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍‌ ପଠାଇଥିବା…

CORONAVIRUS UPDATE: ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୨୧୭ ଆକ୍ରାନ୍ତ, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬,୭୦୩କୁ ବୃଦ୍ଧି

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଆଉ ୨୧୭ କରେନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୯୮ଜଣ ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୧୮, ବାଲେଶ୍ୱରରୁ…

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ ହୋଇଛି।…

ସିନ୍ଧିଆଙ୍କ ସହଯୋଗୀ କରୋନାରେ ପୀଡ଼ିତ

ଭୋପାଳ,୭।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହଯୋଗୀ (ପି.ଏ.) ଅନୀଲ ମିଶ୍ରା ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଅନୀଲଙ୍କ ନିକଟରେ…

କାନପୁର ଏନ୍‌କାଉଣ୍ଟର: ବିକାଶଙ୍କ ଘର ଆବର୍ଜନାରୁ ମିଳିଲା ୩ ବୋମା

କାନପୁର,୭।୭: ଉତ୍ତରପ୍ରଦେଶ କାନପୁରର ବହୁ ଚର୍ଚ୍ଚିତ ଏନ୍‌କାଉଣ୍ଟରରେ ୮ ପୋଲିସ ଶହୀଦ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାପରେ କୁଖ୍ୟାତ ଅପରାଧୀ ବିକାଶ…

ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ପୋଲସରା ସହରାଞ୍ଚଳକୁ ୫ ଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା

ପୋଲସରା, ୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ସହରରେ ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା । ଖାସ କରି ପୋଲସରା ଏନ୍‌ଏସିରେ ୪୦ରୁ ଊଦ୍ଧର୍‌ବ…

ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ଅନ୍ୟମାନଙ୍କର ଅସଫଳତା ପାଇଁ ଯୋଜନା କରନ୍ତି: ରବିନା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ନେପୋଟିଜିମ ବା ପ୍ରିୟା ପ୍ରିତି ପୋଷଣକୁ ନେଇ ଟଣା ଭିଡା ଚାଲିଛି। ସୋସିଆଲ ମିଡିଆଠାରୁ…