ବରଗଡ଼ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ କ୍ଲିନିକ ୭୨ ଘଣ୍ଟା ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୭।୭: ବରଗଡ଼ ସହରରେ ଥିବା ହାଟପଦାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ତୋରାସ୍ଥିତ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ‘ମେହେର କ୍ଲିନିକ’କୁ ମଙ୍ଗଳବାରଠାରୁ ୭୨ ଘଣ୍ଟା ପାଇଁ ପର୍ଯ୍ୟନ୍ତ…

୨୫୦୦ରେ ମିଳୁଛି କରୋନା ନେଗେଟିଭ୍‌ ସାର୍ଟିଫିକେଟ

ମିରଠ,୭।୭: କରୋନା ଭାଇରସ୍‌ ସଂକ୍ରମଣ ଦେଶର ପ୍ରାୟ ସବୁ ସ୍ଥାନରେ ବ୍ୟାପିସାରିଛି। ଏହାର ମୁକାବିଲା ପାଇଁ ସାରା ବିଶ୍ୱ ଏକ ହୋଇଥିବା ବେଳେ ଯେଉଠିଁ କେନ୍ଦ୍ର ଓ…

ସୁସ୍ଥ ହେଉଥିବା କରୋନା ରୋଗୀଙ୍କୁ କୋଳାଗ୍ରତ କରି ବିଦାୟ ଦେଉଛନ୍ତି ଡାକ୍ତର !

ପଣଜୀ,୭।୭: କରୋନା ସଂକ୍ରମଣକୁ ଦେଖି ଏବେ ଏହା ଏକ ଅଛୁଆଁ ରୋଗ ବୋଲି ଆଲୋଚନା ହେଉଛି। ଏମିତିକି ରୋଗୀ ସୁସ୍ଥ ହେବାପରେ ବି କେହି ତାଙ୍କୁ ସ୍ପର୍ଶ…

ଚାଇନାକୁ ଦୁଇପଟୁ ଘେରାଉ: ପାହାଡ଼ରେ ଯୁଦ୍ଧ ବିମାନ, ସମୁଦ୍ରରେ ଯୁଦ୍ଧପୋତ

ନୂଆଦିଲ୍ଲୀ, ୭।୭: ଚାଇନାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଲଓ୍ବାନ ଘାଟିର ହିଂସ୍ରକ ଘଟଣା ପରେ ଏବେ ଚାଇନା ହରଡ଼ଘଣାରେ ପଡ଼ିଛି। ଗୋଟିଏ ପଟେ ଭାରତୀୟ…

୨ ଜଣ କରୋନା ପଜିଟିଭ ଚିହ୍ନଟ: ବାଲିପଦରକୁ ୭ ଦିନ ଶଟଡାଉନ ଘୋଷଣା

ବୁଗୁଡ଼ା,୭।୭:(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ବାଲିପଦରକୁ ମଙ୍ଗଳବାରଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା ହୋଇଛି। ଜିଲାପାଳ କ୍ଷମତା ପ୍ରଯୋଗ କରି…

ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ସଫ୍ଟଓ୍ବେର କମ୍ପାନୀ ଟେକ ମହିନ୍ଦ୍ରା ଅଫିସକୁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। ୩ ଦିନ ଭିତରେ…

ରାସ୍ତାରେ ଟିକ୍‌ଟକ୍‌ କରୁଥିଲେ ଯୁବତୀ: ଜାଣନ୍ତୁ କ’ଣ ହେଲା

ଯୁବବର୍ଗଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଲେଟେଷ୍ଟ ଡ୍ରେଣ୍ଡ ଫଲୋ କରିବାର ନିଶା ଲାଗିଛି। ତେବେ ଏହା ଯେତେ କଷ୍କକର ହୋଇଥାଉ ନା କାହିଁକି। ଏଥିରେ ଜୀବନ ଯିବାର…

ପୁଲଓ୍ବାମା ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ, ଜଣେ ଆତଙ୍କବାଦୀ ନିହତ

ପୁଲଓ୍ବାମା,୭।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ…

ଘରକୁ ଘର ବୁଲି ସ୍କ୍ରିନିଂ ବେଳେ୪ ଦିନ ହେବ ଶଟଡାଉନ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ବୁଧବାର ଠାରୁ ସହରାଞ୍ଚଳରେ ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ ହେବ। ସ୍କ୍ରିନିଂ ସମୟରେ ଆବଶ୍ୟକତାକୁ ଦେଖି ସେହି…

ଗଞ୍ଜାମକୁ ଆସିଲା ଆଣ୍ଟିଜେନ କିଟ୍‌, ଟେଷ୍ଟିଙ୍ଗ ଆରମ୍ଭ: ଜିଲାପାଳ

ଛତ୍ରପୁର,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ଆଣ୍ଟିଜେନ୍‌ କିଟ୍‌ ଆସିଛି। ଆଜିଠାରୁ ଜିଲାରେ ଆଣ୍ଟିଜେନ୍‌ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଆରମ୍ଭ ହେବ । ମଙ୍ଗଳବାର ଏନେଇ ଜିଲାପାଳ ବିଜୟ ଅମୃତା…