ଅଭିଷେକଙ୍କୁ ହସ୍ପିଟାଲରୁ ଛୁଟି, କହିଲେ ମୁଁ ଘରକୁ ଯିବି ନାହିଁ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ…

ସିନ୍ଧିଆଙ୍କ ପରି ବାଡ଼ ଡେଇଁବେ କି ସଚିନ

ଜୟପୁର, ୧୩।୭: ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ସଙ୍କଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଦୂରତା ବଢ଼ିଚାଲିଛି। ପୂର୍ବରୁ…

ରାଉସପାଟଣା କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

କଟକ ଅଫିସ,୧୩ା୭: କଟକ ମହାନଗର ନିଗମର(ସିଏମ୍‌ସି)ର ୩୭ ନମ୍ବର ଓ୍ବାର୍ଡ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସିଏମ୍‌ସି ପକ୍ଷରୁ ଏହି ଘୋଷଣା ହୋଇଛି। ରବିବାର…

୩୫ ବର୍ଷ ପୁରୁଣା ଏହି ଗେମ୍‌ର ଜବରଦସ୍ତ ଚାହିଦା, ୮୫.୭୨ ଲକ୍ଷ ଟଙ୍କାରେ ବିକ୍ରି ହେଲା କପି

ସମୟ ସହିତ ଭିଡିଓ ଗେମ୍ସ ଦ୍ରୁତ ଗତିରେ ବଦଳି ଯାଇଛି। ଇତିହାସରେ ସବୁଠାରୁ ଲୋକପ୍ରିୟ ଭିଡିଓ ଗେମ୍‌ ହେଉଛି ସୁପର ମାରିଓ ବ୍ରୋଶ। ଖେଳ ଏତେ ଲୋକପ୍ରିୟ…

ଭାଜପା ପାଇଁ ବୋଲିଂ କରିବାକୁ ସଚିନଙ୍କ ଅଣ୍ଟା ଭିଡ଼ା

ଜୟପୁର, ୧୩।୭: ରାଜସ୍ଥାନରେ ଶାସକ କଂଗ୍ରେସ ପାଇଁ ଏବେ ସଚିନ ପାଇଲଟ କଣ୍ଟା ସାଜିଛନ୍ତି। ମଧ୍ୟପ୍ରଦେଶ ଶୈଳୀରେ ଏଠାରେ ଅପରେଶନ୍‌ ଲୋଟସ୍‌ ଅଭିଯାନ ଭାଜପା ପକ୍ଷରୁ ଯୋଜନାବଦ୍ଧ…

୧୪ ଘଣ୍ଟା ପରେ ଉଠାଗଲା ମୃତଦେହ

ଅନୁଗୋଳ ଅଫିସ୍‌, ୧୩ା୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ କରୋନା ସନ୍ଦେହରେ ଦୀର୍ଘ ୧୪ ଘଣ୍ଟା ମୃତଦେହ ପକାଇ ରଖାଯାଇଥିଲା। ରବିବାର…

ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ

ମୁମ୍ବାଇ,୧୩।୭ : ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ ଦାବିଦାର ରହିଛନ୍ତି। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚଳିତ ମାସ ୨୩ରେ…

କଟକ ଆବର୍ଜନାରେ ବେଣ୍ଟୁଆବାସୀ ଅତିଷ୍ଠ

ନରାଜ, ୧୩।୭ (ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ବ୍ଲକ ମୁଣ୍ଡଳି ପଞ୍ଚାୟତର ବେଣ୍ଟୁଆ ଗ୍ରାମବାସୀ ଅଳିଆ ଆବର୍ଜନା ଗନ୍ଧରେ ଛଟପଟ ହେଉଛନ୍ତି। ୧୨ ବର୍ଷ ହେବ କଟକ…

ସୁସ୍ଥ ହାର ୬୨.୯୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି କରୋନା ପ୍ରକୋପ। ଶନିବାର ୨୮ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରବିବାର ରାତି ସୁଦ୍ଧା ୨୦ ହଜାର ମାମଲା ନଜରକୁ…

ହକ୍‌ ପାଇଁ ୧୪ ବର୍ଷର ଲଢ଼େଇ

ପରଜଙ୍ଗ, ୧୩।୭(ଡି.ଏନ.ଏ.)  ଜନ୍ମରୁ ଆଖିକୁ ଦିଶୁନି କି କାନକୁ ଶୁଭୁନି। ଶାରୀରିକ କ୍ଷେତ୍ରରେ ୮୦% ଦିବ୍ୟାଙ୍ଗ ବୋଲି ୧୪ବର୍ଷ ତଳୁ ସାର୍ଟିଫିକେଟରେ ମୋହର ମାରିସାରିଛି ପ୍ରଶାସନ। ଏହାସତ୍ତ୍ୱେ ଦିବ୍ୟାଙ୍ଗ…