‘ବନ୍ଦେ ଉତ୍କଳ ଜନନୀ’ର ଝଙ୍କାରରେ ଝୁମିଲା ଖଇରା

ଖଇରା,୩୦।୫(ଡି.ଏନ.ଏ)-କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ଲାଗି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା ବେଳେ ବାଲେଶ୍ୱର ଜିଲା ଖଇରା…

ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ସତ୍ୟ: ନିର୍ମାଣ କଲେ ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ

ବ୍ରହ୍ମପୁର ଅଫିସ,୩୦ା୫-ପୁଣି ପୂର୍ବ ରେକର୍ଡକୁ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ଚଳିତ ରଥ ଯାତ୍ରା ପୂର୍ବରୁ ସେ ନିଜ ପୂର୍ବ ରେକର୍ଡକୁ ଭାଙ୍ଗି…

କମେଣ୍ଟମରାକୁ ନେଇ ହତ୍ୟା, ବାପ-ପୁଅ ଅଟକ

ଆସିକା,୩୦ା୫ (ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ନାଟଙ୍ଗା ଗ୍ରାମରେ କମେଣ୍ଟ ମରାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସୀମାଞ୍ଚଳ ରାଉତ। ମୃତ ସୀମାଞ୍ଚଳଙ୍କ ପୁଅ…

ଜୁନ ୮ରେ ଖୋଲିବ ଧାର୍ମିକ ସ୍ଥଳ; ପର୍ଯ୍ୟାୟ କ୍ରମେ ହଟିବ କଟକଣା

କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ ୩୦ ଯାଏ ବଢିଲା ଲକଡାଉନ ଅବଧି। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ କରାଯିବ ବୋଲି ଗୃହ…

କଟକରେ ରାତି କର୍ଫ୍ୟୁ ଦୃଶ୍ୟ | Visuals of night curfew from Cuttack

କୋଭିଡ଼-୧୯ କୁ ନେଇ ଏବେ ଦେଶରେ ଲକଡାଉନ ୪.୦ ଏବଂ ରାତ୍ରୀକାଳିନ କର୍ଫ୍ୟୁ ଜାରି ରହିଛି । ସନ୍ଧ୍ୟା ୭ଟା ହେବା ମାତ୍ରେ ରାତ୍ରୀକାଳିନ କର୍ଫ୍ୟୁ ଆରମ୍ଭ…

ଦିନକ ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ: କୁଳପତି ଖୋଜା ଆରମ୍ଭ

କଟକ ଅଫିସ,୩୦ା୫-ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି ଉଚ୍ଚଶିକ୍ଷା ବିଭାଗ। ଏହାର ପ୍ରଥମ କୁଳପତି ନିଯୁକ୍ତି ପାଇଁ…

ମହାପ୍ରସାଦର ହୋମ୍‌ ଡେଲିଭରି ହେଉ

କଟକ ଅଫିସ,୩୦ା୫-ଲକ୍‌ଡାଉନ୍‌ ଯୋଗୁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ମହାପ୍ରସାଦ ବିକ୍ରି ମଧ୍ୟ ବନ୍ଦ ରହିଛି। ତେବେ ମହାପ୍ରସାଦର ହୋମ୍‌ ଡେଲିଭରି ବ୍ୟବସ୍ଥା…

ବଲାଙ୍ଗୀରରେ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ

ବଲାଙ୍ଗୀର ଅଫିସ, ୩୦ା୫-ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ମୁତାବକ ଶନିବାର ଅପରାହ୍ଣ ସାଢ଼େ ୫ଟାରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀ ଓ ଜନସାଧାରଣ ବନ୍ଦେ ଉତ୍କଳ ଜନନୀ…

ଟ୍ରକ୍‌ ଧକ୍କାରେ ଯୁବତୀ ମୃତ, ରାସ୍ତାରୋକୋ

ଖଲ୍ଲିକୋଟ,୩୦ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ବ୍ଲକ ଭେଜିପୁଟ ଫାଣ୍ଡି ଆଗରେ ଶନିବାର ସନ୍ଧ୍ୟାରେ ଟ୍ରକ ଧକ୍କାରେ ସାନ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ବଡ ଭଉଣୀ ଗୁରୁତର ହୋଇଛନ୍ତି। ମୃତକ ହେଲେ…

ଦାଣ୍ଡରେ ଶୋଇବା କାଳ ହେଲା, ଗାଈ ମାଡି ଦେବାରୁ ଗଲା ଶିଶୁକନ୍ୟାଙ୍କ ଜୀବନ

ଟିକ୍ରାପଡା,୩୦ା୫(ଡି.ଏନ.ଏ.) -ବଲାଙ୍ଗୀର ଜିଲା ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଅଧିନ ଝିଙ୍କିଡୁଙ୍ଗୁରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଘର ସମ୍ମୁଖ ଦାଣ୍ଡରେ ଶୋଇଥିବା ବେଳେ ଗାଈ…