ମଣିଷ ଭଳି ଏଆଇ ମେସିନ ବି ଲୋଡ଼େ ବିଶ୍ରାମ

ଓ୍ବାଶିଂଟନ,୯।୬: ଭଲ କାମ ପ୍ରଦର୍ଶନ ପାଇଁ ବିଶ୍ରାମ ଆବଶ୍ୟକ। ତେଣୁ ମଣିଷ କାମ ମଝିରେ ମଝିରେ ବିଶ୍ରାମ ନେବା ସହିତ ଶୋଇଥାନ୍ତି। ଏହାଦ୍ୱାରା ମସ୍ତିଷ୍କ ଚାପ ମୁକ୍ତ…

ନେଟଫ୍ଲିକ୍ସରେ ରିଲିଜ୍‌ ହେବ ଗୁଞ୍ଜନ ସାକ୍ସସେନା ବାୟୋପିକ୍‌

ମୁମ୍ବାଇ: ଶରଣ ସାକ୍ସସେନାଙ୍କ ନିର୍ଦ୍ଦେଶିତ ତଥା ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ଗୁଞ୍ଜନ ସାକ୍ସସେନାର ରିଲିଜ୍‌କୁ ନେଇ ପୂର୍ବରୁ ସୋସିଆଲ ମିଡିଆରେ ଖୁବ୍‌ ଆଲୋଚନା ହେଉଥିଲା। ତେବେ…

ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ କରୋନା ପଜିଟିଭ୍‌

ନୟାଗଡ଼ ଅଫିସ,୯।୬: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ ଚିକିତ୍ସା…

ରାଜ୍ୟ ଯୋଜନା ବୋର୍ଡର ବୈଠକ: ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ…

ଭର୍ଚୁଆଲ ରାଲିରେ ମମତାଙ୍କ ଉପରେ ଗର୍ଜିଲେ ଶାହା

ନୂଆଦିଲ୍ଲୀ,୯।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ପଶ୍ଚିମବଙ୍ଗରେ ଭର୍ଚୁଆଲ ରାଲି ମାଧ୍ୟମରେ ଦଳୀୟକର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରର ମୋଦି…

୯୦ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପଢ଼ା ଲାଗୁଛି ଭଲ: ଅନ୍‌ଲାଇନ୍‌ ପାଠପଢ଼ାରେ ପୂରଣ ହେଉନି ଆବଶ୍ୟକତା

ନୂଆଦିଲ୍ଲୀ,୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ଯାଉଛି। ତେବେ ଏଭଳି ବ୍ୟବସ୍ଥାରେ ପାଠପଢ଼ାର…

ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ବଣ୍ଟାଗଲା ହୋମିଓପାଥି ଔଷଧ

ପୁରୀ ଅଫିସ, ୯ା୬: ସେବାୟତଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ହୋମିଓପାଥି ଔଷଧ ପ୍ରଦାନ ଲାଗି ନିଷ୍ପତ୍ତି ହୋଇଥିଲା। ଏହି…

ଖୋର୍ଦ୍ଧା ସବ୍‌ଡିଭିଜନରେ ପୁଣି ୧୪ପଜିଟିଭ ଚିହ୍ନଟ

ଖୋର୍ଦ୍ଧା ଅଫିସ,୯।୬ : ଖୋର୍ଦ୍ଧା ସବ୍‌ଡିଭିଜନରେ ମଙ୍ଗଳବାର ପୁଣି ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବୋଲଗଡ ବ୍ଲକରୁ ୭, ବେଗୁନିଆ…

କରୋନା ଟେଷ୍ଟ ପାଇଁ ସଂଗ୍ରହ ହେଲା କେଜରିଓ୍ବାଲଙ୍କ ନମୁନା

ନୂଆଦିଲ୍ଲୀ,୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଗଳାରେ ଦରଜ ଅନୁଭବ କରିବା ସହ ଜ୍ୱର ଲାଗିବାରୁ ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ। କରୋନା ଭଳି…

ନନ୍ଦିନୀ ଶତପଥୀଙ୍କ ୮୯ ତମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୬(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ୮୯ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟର…