ତାଗିଦ ସତ୍ତ୍ୱେ କରୁଥିଲେ କୋଭିଡ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମୋବାଇଲ୍‌ ଦୋକାନ

ଗଞ୍ଜାମ,୧୩।୮(ଡି.ଏନ୍‌.ଏ. ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ଗଞ୍ଜାମ ସହରର କିଛି ବ୍ୟବସାୟୀ କୋଭିଡ ନିୟମ ମାନୁନାହାନ୍ତି । ଫଳରେ ପ୍ରଶାସନ…

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ୍‌

ରାୟପୁର,୧୩।୮: ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ କାୟା ବିସ୍ତାର କରିଚାଲିଛି। ଏହିକ୍ରମରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପତ୍ନୀ…

ଏବର୍ଷ ଟୁଇନ୍‌ ସିଟିରେ ଗଣେଷ ପୂଜା ମନା

ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା ବନ୍ଦ ରହିବ। ଟୁଇନ୍‌ ସିଟିରେ କୌଣସି ମଣ୍ଡପରେ ପୂଜା ହୋଇପାରିବ ନାହିଁ। ମଣ୍ଡପରେ…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ଆତଙ୍କବାଦୀ ଠିକଣା ଧ୍ୱଂସ, ବ୍ୟାପକ ଗୋଳାବାରୁଦ ଜବତ

ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଲସ୍କର-ଏ-ତୋଏବାର ୨ଟି ବଡ଼ ଠିକଣାକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି। ଦକ୍ଷିଣ କଶ୍ମୀର ପୁଲଓ୍ବାମା ଜିଲା ଅଓ୍ବନ୍ତିପୋରାର…

ରାସ୍ତାରେ ଗଡୁଛି ଘର, ଏଥିରେ ରହିଛି ବେଡ୍‌ରୁମଠାରୁ ଆରମ୍ଭ କରି ଯାବତୀୟ ସୁବିଧା

ସୋସିଆଲ ମିଡିଆରେ ଏବେ ଲକ୍ଷେ ଟଙ୍କିଆ ଘରର ଏକ ଫଟୋ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଏହାର ବିଶେଷତ୍ତ୍ୱ ହେଲା ଯେଉଁଆଡ଼େ ଚାହିଁବେ ଏହି ଘରକୁ…

ପିପିିଇ କିଟ୍‌ ଖୋଲିବା ପରେ ବାହାରୁଛି ଲିଟର ପରିମାଣର ଝାଳ: ଭିଡିଓ ଭାଇରଲ

ବେଜିଂ,୧୩।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହାର ଶିକାର ପାଲଟି ଗଲେଣି। ଏହାସହ…

ପ୍ରକାଶ ପାଇଲା ବିପିୟୁଟି ପରୀକ୍ଷାଫଳ: ପାସ୍‌ ହାର ୯୩%

ଭୁବନେଶ୍ୱର,୧୩।୮(ବ୍ୟୁରୋ): ପ୍ରକାଶ ପାଇଛି ବିପିୟୁଟିର ବିଟେକ୍‌ ଏବଂ ଏମ୍‌ଏସ୍‌ସି ପରୀକ୍ଷାଫଳ। ଫାଇନାଲ ସେମିଷ୍ଟାରରେ ୯୩% ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ତେବେ ମୋଟ ୧୧ ହଜାର ୭ଶହ ଛାତ୍ରୀଛାତ୍ର…

ଶୂନ ରେଜଲ୍ଟ ପାଇଁ ନୋଟିସ୍‌

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇ ସାରିଛି। ଏଥିରେ ପାସ୍‌ ହାର କମିଥିବା ବେଳେ ୧୫ଟି…

ରୁଷିଆର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ: ଦେଖାଯାଉଛି ୧୪୪ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା!

ମସ୍କୋ,୧୩।୮: ରୁଷିଆ ପ୍ରଥମ କରି କରୋନା ମହାମାରୀର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି ସତ। ଏମିତିକି କିଛି ଦେଶ ମଧ୍ୟ ଏହାକୁ କ୍ରୟ…

ଆଜି ଆଉ ୯ ମୁଣ୍ଡ ନେଲା କରୋନା: ଅଛନ୍ତି କଟକର ଜଣେ ୨୩ ବର୍ଷୀୟ ଯୁବକ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୯ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରୁ କଟକର ଜଣେ ୨୩ ବର୍ଷୀୟ ଯୁବକ ଓ ୭୨ ବର୍ଷୀୟ ବୃଦ୍ଧ, ଗଞ୍ଜାମର…