ଭାରତର ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୫।୮: ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡକ୍ଟର ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀ ବିମଳା ଶର୍ମାଙ୍କ ଶନିବାର ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ…

ସୁଶାନ୍ତ ସିଂ ରାଜପୁତଙ୍କୁ ଆମେରିକାରୁ ମିଳିଲା ସମ୍ମାନ

ଓ୍ବାଶିଂଟନ, ୧୫।୮: ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ତଥା ଭାରତୀୟ ସିନେମାର ତାଙ୍କର ଅତୁଳନୀୟ ଅବଦାନ ଲାଗି ଆମେରିକାର କାଲିଫର୍ନିଆ ରାଜ୍ୟ ବିଧାନସଭା…

ଚାରା ଲଗାଇ ସ୍ବାଧିନତା ଦିବସ ପାଳିଲେ ଯୁବଗୋଷ୍ଠୀ

କଣ୍ଟାପଡା,୧୫।୮(ଡି.ଏନ୍‌.ଏ.)-ସମଗ୍ର ଦେଶରେ ଶନିବାର ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଣ୍ଟାପଡା ବ୍ଲକ ଛେଦା ଗ୍ରାମର ଯୁବଗୋଷ୍ଠୀ ସାମାଜିକ ଦୂରତ୍ୱରଖି କଣ୍ଟାପଡା ତହସିଲ…

ରାଜଧାନୀରୁ ୨୭୭ କରୋନା ପଜିଟିଭ ଚିହ୍ନଟ: ସେଥିରୁ ୯୬ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୫।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶନିବାର ପୁଣି ୨୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୭୭ ମଧ୍ୟରୁ ୧୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୯୬ ଜଣ ହେଉଛନ୍ତି…

ଲଗାଣବର୍ଷାରେ ଭାସିଗଲେ ୪, ଚାଳ ଉପରେ ଆଶ୍ରୟ ନେଲେ ୭ ଶ୍ରମିକ

ଭୁବନ,୧୫ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମୟ ହୋଇଯାଇଛି। ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ହୋଇଥିବାରୁ ରାମିଆଳ, ପାଣ୍ଡରା ବ୍ରାହ୍ମଣୀ…

ସଚିନ୍‌ଙ୍କୁ ସାଥୀ ଖେଳାଳି କାହିଁକି ଡାକନ୍ତି ‘ପାଜି’

ନୂଆଦିଲ୍ଲୀ: ଏହା ସମସ୍ତେ ଜାଣନ୍ତି ଯେ, ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ସାଥୀ ଖେଳାଳିମାନେ ‘ପାଜି’ ଭାବରେ ସମ୍ବୋଧନ କରିଥାନ୍ତି। ଏହା…

ଚାଙ୍ଗୁ ଗାଁ ୪୮ ଘଣ୍ଟା ଶଟ୍‌ଡାଉନ୍‌

ଚୌଦ୍ୱାର,୧୫ା୮(ଡି.ଏନ୍‌.ଏ.) : କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ପଞ୍ଚାୟତ ଚାଙ୍ଗୁ ଗାଁକୁ ୪୮ଘଣ୍ଟା ଅର୍ଥାତ୍‌ ଶନିବାର ସନ୍ଧ୍ୟା ୫ଟାରୁ ସୋମବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ…

ଭୁଜାଲି ଦେଖାଇ ନେଇଗଲେ ୪୫ ହଜାର ଟଙ୍କା

ନୟାଗଡ଼ ଅଫିସ/ଓଡଗଁା,୧୫ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ଦରପଦା-ଓଡଗଁା ରାସ୍ତାର ଆମ୍ବେରାପୁର ପୋଲ ନିକଟରେ ଶନିବାର ଜଣେ ମହିଳା ଜିଆରଏସ୍‌ଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୪୫ହଜାର ଟଙ୍କା ଲୁଟିନେଇଛନ୍ତି। ଏ…

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ: ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ବାଲିକୁଦା, ୧୫ା୮(ଡି.ଏନ.ଏ.): ୫୫ନଂ. ଜାତୀୟ ରାଜପଥର ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ବାରିଲୋ ନିକଟରେ ଶନିବାର ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ…

ମା’ ସମଲେଶ୍ୱରୀ ପୀଠରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼ ଅଫିସ,୧୫ା୮ : ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ୨୨ ତାରିଖ…