ଇଂଲଣ୍ଡର ଲଢ଼ୁଆ ବିଜୟ

ମାଞ୍ଚେଷ୍ଟର,୯।୮(ପି.ଟି.): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ୩ ଉଇକେଟରେ ରୋମାଞ୍ଚକ ବିଜୟ ହାସଲ କରିଛି।…

ବକ୍ସିଂ ଡେ ଟେଷ୍ଟ ମେଲବୋର୍ନରେ ଖେଳାଯିବ

ମେଲବୋର୍ନ,୯ା୮(ପି.ଟି.): ଯଦି ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଦିଆଯାଏ ତା’ହେଲେ ବକ୍ସିଂ ଡେ ଟେଷ୍ଟ ମେଲବୋର୍ନରେ ଆୟୋଜନ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟବର୍ତ୍ତିକାଳୀନ…

ୟୁଏସ୍‌ ଓପନରୁ ଓହରିଲେ ଏହି ୨ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ, ୮ା୮ (ଏପି)-କରୋନା ଭାଇରସ ଆଶଙ୍କାରେ ଆଉ ଦୁଇଜଣ ଟପ୍‌ ମହିଳା ଟେନିସ ଖେଳାଳି ଏଲିନା ସ୍ବିତୋଲିନା ଓ କିକି ବର୍ଟେନ୍ସ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରୁ…

ଭାରତୀୟ କ୍ରିକେଟ୍‌ ଦଳର କିଟ୍‌ ପ୍ରାୟୋଜକ ଦୌଡ଼ରେ ପୁମା ସର୍ବାଗ୍ରେ

ନୂଆଦିଲ୍ଲୀ,୮।୮(ପି.ଟି.): ଭାରତୀୟ କ୍ରିକେଟ ଦଳର କିଟ୍‌ ପ୍ରାୟୋଜକ ଦୌଡ଼ରେ ବିଶ୍ୱର ଦୁଇ କ୍ରୀଡ଼ା ପୋଷାକ ଉତ୍ପାଦନକାରୀ କମ୍ପାନୀ ପୁମା ଓ ଆଡିଡାସ ସାମିଲ ହୋଇଛନ୍ତି। ଜର୍ମାନୀ କମ୍ପାନୀ…

ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୮।୮-ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶନିବାର ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଞ୍ଜୟଙ୍କ କରୋନା…

ଲାଲ ରଙ୍ଗର ଅତି ଦୁର୍ଲଭ ସାପ ଉଦ୍ଧାର

ଡେରାଡୁନ, ୮।୮: ଉତ୍ତରାଖଣ୍ଡର ନୈନିତାଲ ଜିଲାରୁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଅତି ଦୁର୍ଲଭ ଲାଲ ରଙ୍ଗର କୋରାଲ୍‌ କୁକ୍‌ରି ସାପ ଉଦ୍ଧାର କରାଯାଇଛି। ନୈନିତାଲର ବିନ୍ଦୁଖଟ୍ଟା…

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ କରୋନା

ନୂଆଦିଲ୍ଲୀ,୮।୮-କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ମୋଦି ସରକାରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ର…

ରାଜ୍ୟରେ ଖୋଲିବ ୬୫ ସିଭିଲ୍‌ ଜଜ୍‌ କୋର୍ଟ

କଟକ ଅଫିସ,୮ା୮ -ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ। ଏନେଇ ଓଡ଼ିଶା…

ଚଳିତ ବର୍ଷ କଟକରେ ହେବ ନିରାଡମ୍ବର ଦୁର୍ଗାପୂଜା

କଟକ ଅଫିସ, ୮।୮-ଚଳିତ ବର୍ଷ କଟକ ସହରରେ ନିରାଡମ୍ବର ଭାବେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଶନିବାର ପୂଜାକମିଟି ସହ ପ୍ରଶାସନର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି।…