ଇସ୍ଲାମାବାଦ,୧୬ା୧୧: ପାକିସ୍ତାନରୁ ଅଧିକାଂଶ ସମୟରେ ନକାରାମତ୍କ ଖବର ଆସିଥାଏ। ପଡ଼ୋଶୀ ଦେଶର ଆତଙ୍କବାଦ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ଆଦି ଖବର ଭାରତୀୟ ଗଣମାଧ୍ୟମରେ…
ଜଗତ୍ସିଂହପୁର ଅଫିସ,୧୬।୧୧: ଜଗତ୍ସିଂହପୁର ଜିଲାର ବହୁ ଚାଷୀ ଏବେ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରି ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କ ବିଲରେ ଆଣ୍ଠୁଏ ଲେଖାଏ ପାଣି ରହିଥିବାବେଳେ ଧାର୍ଯ୍ୟ…
କେନ୍ଦ୍ରାପଡ଼ା ଅଫିସ,୧୬।୧୧: କୋଭିଡ୍-୧୯ ପରିଚାଳନା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏପ୍ରିଲ ୯ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ୧,୫୦,୬୪,୧୧୧ଟଙ୍କା ପଠାଯାଇଛି। ଏଥିରୁ…
ପୁରୀ ଅଫିସ,୧୬।୧୧: ମହାମାରୀ କରୋନା ପାଇଁ ଦୀର୍ଘ ୮ମାସ ହେବ ରାଜ୍ୟର ବିଭିନ୍ନ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ସେବାୟତ…
ସିଡ୍ନୀ,୧୬।୧୧(ପି.ଟି.): ଆଗାମୀ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଅଷ୍ଟ୍ରେଲିଆ ପ୍ରଶଂସକ ଚାହାନ୍ତି ନାହିଁ। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍।…
ଯାଜପୁର ଅଫିସ,୧୬।୧୧: ଯାଜପୁର ଜିଲାରେ ଜଣେ ଅଧ୍ୟାପକ ଦୁଇଟି କଲେଜରେ ଚଞ୍ଚକତାପୂର୍ଣ୍ଣ ନିଯୁକ୍ତି ଅଭିଯୋଗ ହେବା ପରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ(ଆରଡିଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଅନୁଗୋଳ ଅଫିସ, ୧୬ା୧୧: ପୂଜା ଆସିଲେ ନବବଧୂଟିଏ ପରି ସଜେଇ ହୋଇଉଠେ ଅନୁଗୋଳ। ରଙ୍ଗବେରଙ୍ଗର ଆଲୋକମାଳାରୁ ବାରି ହୋଇପଡ଼େ ଗଁା ଓ ସହରର ଉତ୍ସାହ ଉଦ୍ଦୀପନା। ମଣ୍ଡପଗୁଡ଼ିକରୁ ଭାସି…
ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ପ୍ରକ୍ରିୟା ଆଶାଠାରୁ ଅଧିକ ହେବ। ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ମୁଦ୍ରାସ୍ଫୀତି ୬%ରୁ ଉର୍ଦ୍ଧ୍ୱ ରହିପାରେ। ଅକ୍ସଫୋର୍ଡ ଇକୋନୋମିକ୍ସ…
ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ରୋକିବା ସହ ଜଙ୍ଗଲ ସୁରକ୍ଷା ଓ ଅପରାଧୀ ଦମନ ପାଇଁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଢାଞ୍ଚାରେ ସ୍ପେଶାଲ ଷ୍ଟ୍ରାଇକିଂ…
ନୂଆଦିଲ୍ଲୀ: ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ ୫୦୦ ଖଣିଜ ବ୍ଲକ ନିଲାମ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଖଣି ଖନନ…