ରାଶିଫଳ: ରବିବାର, ଜାନୁଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଘରର କଥା ହେଉ କିମ୍ବା ଅଫିସିଆଲି କାମରେ, ଅଟକି ରହିଥିବା କାମ ସମ୍ପନ୍ନ କରିବେ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜନିଷ…

କ୍ୱାରାଣ୍ଟାଇନ୍‌ ସେଣ୍ଟର ହୋଇଥିବା ଶ୍ରେଣୀଗୃହ ଏଯାଏ ହେଲାନି ହସ୍ତାନ୍ତର: ଖୋଲା ଆକାଶ ତଳେ ପଢୁଛନ୍ତି ପିଲା

କୋରୁକୋଣ୍ଡା,୯।୧(ଡି.ଏନ୍‌.ଏ.) : ବାହାରେ ବସି ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ୧୦ମ ଶ୍ରେଣୀ ଛାତ୍ରୀଛାତ୍ର। ଶିକ୍ଷାର ଏଭଳି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ…

ପରିବାର ଲୋକଙ୍କୁ ମଞ୍ଚୁରିଆନ ସୁପ୍‌ରେ ବିଷ ମିଶାଇ ପିଇବାକୁ ଦେଲେ ଚାକର ଦମ୍ପତି

ଜୟପୁର,୯।୧: ରାଜସ୍ଥାନର ଯୋଧପୁର ସହରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଚାକର ଦମ୍ପତି ଏକ ପରିବାରର ୪ ସଦସ୍ୟଙ୍କୁ ମଞ୍ଚୁରିଆନ ସୁପ୍‌ରେ ବିଷ ଦେବାରୁ…

ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। କାରଣ ତାଙ୍କର ପ୍ରିୟ ତଥା ଅତି ନିକଟତର ବିଲେଇ ଶିବାର ମୃତ୍ୟୁ ଘଟିଛି। ଆଲିଆ ଶିବାକୁ ବହୁତ…

ଚିନ୍ତାରେ ଭାରତୀୟ ଟିମ୍‌: ପନ୍ତଙ୍କ ପରେ ଜାଡେଜା ଗଲେ ଡାକ୍ତରଖାନା

ସିଡନୀ,୯।୧: ଭାରତୀୟ ଦଳ ପାଇଁ ଗୋଟିଏ ପରେ ଗୋଟିଏ ଖରାପ ଖବର ଆସିବାରେ ଲାଗିଛି। ଷ୍ଟାର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିବା ପରେ…

ସ୍ବାମୀଙ୍କ ନାଁରେ ମାର୍‌ପିଟ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ: ପରିଚୟ ଲୁଚାଇ କରିଥିଲେ ବିବାହ

ଟିଭି ଅଭିନେତ୍ରୀ ପ୍ରୀତି ତଲରେଜା ସ୍ବାମୀଙ୍କ ନାମରେ ଥାନାରେ ମାରପିଟ ଅଭିଯୋଗ ଆଣିଛନ୍ତି। ପ୍ରୀତି ସ୍ବାମୀଙ୍କ ଉପରେ ମାରପିଟ, ଧର୍ମାନ୍ତରଣ, ଶାରିରୀକ ଏବଂ ମାନସିକ ଅଭିଯୋଗ ଆଣିଛନ୍ତି।…

ଡରାଇଲାଣି ବାର୍ଡଫ୍ଲୁ: ରାଜଧାନୀରେ ୨ଶହ କାଉ ମୃତ

ନୂଆଦିଲ୍ଲୀ,୯ ।୧: ଦେଶ ଗୋଟିଏ ପଟେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଚିନ୍ତା ବଢାଇଲାଣି ବାର୍ଡଫ୍ଲୁ । ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି…

ଭାରତକୁ ଝଟକା: କୁମିନ୍ସଙ୍କ ବାଉନ୍ସରରେ ଆହତ ପରେ ଡାକ୍ତରଖାନା ଗଲେ ଏହି କ୍ରିକେଟର

ସିଡନୀ,୯।୧: ଭାରତୀୟ ଟିମ୍‌ର ଉଇକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ଥ ଆହତ ହୋଇଛନ୍ତି। ସିଡନୀରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ବ୍ୟାଟିଂ ସମୟରେ…

ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ

ଓ୍ବାଶିଂଟନ,୯।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଟୁଇଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକାଉଣ୍ଟ୍‌ରେ…

କରୋନା ସଂକ୍ରମଣକୁ ଡରି ଦମ୍ପତି ନେଲେ ଏମିତି ପଦକ୍ଷେପ, ସମଗ୍ର ବିଶ୍ୱବାସୀ ହେଲେ ଚକିତ

କରୋନା ଭାଇରସ ସମଗ୍ର ଦୁନିଆକୁ କବଳିତ କରିସାରିଛି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ବି ନେଇ ସାରିଲାଣି। ଏହି ରୋଗର ସଫଳ…