ଭାଜପାକୁ ୫ ଆସନରେ ସୀମିତ ରଖିବେ ଭୋଟର

ନୂଆଦିଲ୍ଲୀ, ୪।୨: କୃଷି ଆଇନ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂ ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ ଝଟ୍‌କା

ଚେନ୍ନାଇ,୪।୨: ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା ଲାଗିଛି। ଆଘାତ ଯୋଗୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଇଂଲଣ୍ଡ ଓପନର୍‌ ଜ୍ୟାକ କ୍ରାଉଲିଙ୍କୁ…

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ଗୁପ୍ତ ଏଜେଣ୍ଡା ସରକାର ପ୍ରକାଶ କରନ୍ତୁ: ପ୍ରଦୀପ ପୁରୋହିତ

ବରଗଡ଼ ଅଫିସ,୪।୨: ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ବୁଧବାର ତୋଫାନୀ ଗସ୍ତରେ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର…

କ୍ରିକେଟର୍‌ମାନେ କେଉଁ କୁଳର ନୁହନ୍ତି, କାହିଁକି ଏମିତି କହିଲେ କଙ୍ଗନା

ଆମେରିକୀୟ ପପ ତାରକା ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ବିଶ୍ୱସ୍ତରୀୟ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ ସମର୍ଥନ…

୧୨ ବର୍ଷ ଧରି ବଳାତ୍କାର କରି ଆସୁଥିବା ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ଆଙ୍କରା,୪।୨: ତୁର୍କୀର ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାରଣ ଗତ ୧୦ ବର୍ଷରୁ ଅଧିକ ହେବ ସେ ମାନସିକ,ଶାରୀରିକ ଏବଂ ବଳାତ୍କାର…

ଚାଇନାର ଚିନ୍ତା ବଢ଼ାଇଛି ରାଫାଲ

ବେଙ୍ଗାଲୁରୁ, ୪।୨: ଭାରତର ରାଫାଲ ଯୁଦ୍ଧ ବିମାନ ଚାଇନାର ଚିନ୍ତା ବଢ଼ାଇଛି। ତେଣୁ ଚାଇନା ଏଲ୍‌ଏସିରେ ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିଛି ବୋଲି ଭାରତୀୟ ବାୟୁସେନା…

ମୁହଁ ଖୋଲିଲେ ରାହାନେ, କୋହଲିଙ୍କୁ ନେଇ ଏମିତି କହିଲେ

ଚେନ୍ନାଇ,୪।୨: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟରେ ଅଧିନାୟକ ଭାବରେ ଅଜିଙ୍କେ ରାହାଣେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଚ୍ୟାଲେଞ୍ଜିଂ ଟେଷ୍ଟ ସିରିଜରେ ରାହାଣେ…

ଖାଲି ଲୋକ ନୁହେଁ, ଘରେ ମଦ ବି ପହଞ୍ଚାଇବ ‘ଉବର’

ଅନ୍‌ଲାଇନ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଉବର ବର୍ତ୍ତମାନ ଲୋକଙ୍କ ଘରେ ନେଇ ମଦ ପହଞ୍ଚାଇବ। ଏହି କମ୍ପାନୀ ୧.୧ ବିଲିୟନ ଡଲାରରେ ସ୍ଥାନୀୟ ମଦ ଦୋକାନରୁ ମଦ…

ବ୍ୟାଙ୍କରେ ନକଲି ସୁନା ରଖି ୨ କୋଟି ଋଣ ନେଇଥିଲେ ଦମ୍ପତି

ଥାଣେ, ୪।୨: ବ୍ୟାଙ୍କରେ ସୁନା ଅଳଙ୍କାର ରଖି ଲୋକେ ଋଣ ନେଇଥାନ୍ତି। ତେବେ ମହାରାଷ୍ଟ୍ର ଥାଣେ ଜିଲାରେ ଥିବା ସମବାୟ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି…

ଚୌରି-ଚୌରା ଶତାବ୍ଦୀ ସମାରୋହ: ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ମୋଦି

ଗୋରଖପୁର, ୪।୨: ଉତ୍ତରପ୍ରଦେଶରେ ଚୌରି-ଚୌରା ଶତାବ୍ଦୀ ସମାରୋହ ଗୁରୁବାର ଆରମ୍ଭ ହୋଇଛି। ଏନେଇ ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶହୀଦ୍‌ଙ୍କ ବଳିଦାନକୁ…