ଭାକ୍ସିନ ବିଳମ୍ବ ହେଲେ ଜିଡିପି ଉପରେ ପ୍ରଭାବ

ନୂଆଦିଲ୍ଲୀ,୧୪।୧ ସାରା ଦେଶରେ ଭାକ୍ସିନ ଯୋଗାଣ ଲାଗି ସରକାର ଘୋଷଣା କରିଛନ୍ତି। ଏହା ପର୍ଯ୍ୟାୟ ଭିତ୍ତିରେ ହେବ। ଏଭଳି ସ୍ଥିତିରେ ଯଦି ଭାକ୍ସିନ ଯୋଗାଣରେ ବିଳମ୍ବ ଉପୁଜେ…

ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାଲିଫାୟର୍ସ: ଫାଇନାଲରେ ହାରିଲେ ଅଙ୍କିତା

ମେଲବୋର୍ନ,୧୪।୧(ପି.ଟି.): ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନାଙ୍କର ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ଟୁର୍ନାମେଣ୍ଟ ଖେଳିବା ଆଶା ପୁଣି ଥରେ ଧୂଳିସାତ୍‌ ହୋଇଛି। ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାଲିଫାଇଂ…

୪ ମାସରେ ୧୦ କିଲୋ ଓଜନ କମାଇଲେ ଏହି କ୍ରିକେଟର

ବ୍ରିସ୍‌ବେନ୍‌, ୧୪।୧: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଗତ କିଛି ମାସ ହେବ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ପିଲାଦିନର…

ବିଜୁ ମଇଦାନରୁ ମୁହଁ ଫେରାଉଛନ୍ତି ବୟସ୍କ

ଅନୁଗୋଳ ଅଫିସ, ୧୪।୧: ଅନୁଗୋଳ ସହର ଭିଆଇପି ରୋଡ୍‌ରେ ଥିବା ବିଜୁ ମଇଦାନରେ ଏବେ ସୁସ୍ଥ ବାତାବରଣ ନାହିଁ। ବିଶେଷକରି ସନ୍ଧ୍ୟାରେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ରାତି…

ସୂର୍ଯ୍ୟାସ୍ତ ପରେ ଏସବୁ ମନା…

ସୂର୍ଯ୍ୟାସ୍ତ ପରେ ଘଣ୍ଟାଏ ପର୍ଯ୍ୟନ୍ତ କେତେକ କାର୍ଯ୍ୟ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ସନ୍ଧ୍ୟା ସମୟରେ ଶୋଇଲେ ଖାଦ୍ୟ ଗ୍ରହଣ କଲେ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ…

ବେଦାନ୍ତକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର

ଭୁବନେଶ୍ୱର,୧୪।୧: ଭାରତର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ପ୍ରଦାନ କରାଯାଇଛି। ସିଆଇଆଇର ସେଣ୍ଟର ଫର୍‌ ଡିଜିଟାଲ ଟ୍ରାନ୍ସଫରମେଶନ…

ଖୁବ୍‌ଶୀଘ୍ର ଦେବଝରଣରେ ବୋଟିଂ ସେବା

ସମ୍ବଲପୁର,୧୩ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଇକୋଟୁରିଜମ ଦେବଝରଣରେ ବୋଟିଂ ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବୁଧବାର ଡ୍ୟାମ୍‌ରେ ବନ ବିଭାଗ ପକ୍ଷରୁ ପ୍ଲାଟଫର୍ମ ନିର୍ମାଣ କରାଯାଇଛି।…

ସୀମାନ୍ତରେ ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ନାମ…

ବରଗଡ଼ରେ ପହଞ୍ଚିଲା କରୋନା ଟିକା

ବରଗଡ଼ ଅଫିସ୍‌,୧୩।୧: ବରଗଡ଼କୁ ବୁଧବାର ରାତ୍ରିରେ କରୋନା ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୭୨୫୦ ଡୋଜ୍‌ ଟିକା ଆସିଛି । ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ…

ବିଏସ୍‌ଏଫ୍‌କୁ ମିଳିଲା ପାକିସ୍ତାନ ନିର୍ମିତ ଗୁପ୍ତ ସୁଡ଼ଙ୍ଗ

ଜମ୍ମୁ,୧୩।୧: ଭାରତ-ପାକ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିର୍ମିତ ୧୫୦ ମିଟର ଲମ୍ବା ସୁଡଙ୍ଗ ଠାବ କରିଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)। ବିଏସ୍‌ଏଫ୍‌ ଯବାନମାନେ…