ଡ୍ରଗ୍ସ ସହ ଭାଜପା ନେତ୍ରୀ ଗିରଫ

କୋଲକାତା, ୨୧ା୨ ଯୁବ ଭାଜପା ନେତ୍ରୀ ପାମେଲା ଗୋସ୍ବାମୀ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ପଶ୍ଚିମବଙ୍ଗ ସାଉଥ୍‌ କୋଲକାତାର ନୂଆ ଆଲିପୋର ଅଞ୍ଚଳରୁ ଶୁକ୍ରବାର ଗିରଫ କରାଯାଇଛି।…

‘ଟିକସ ଛାଡ଼ କରୁ କେନ୍ଦ୍ର’

ନୂଆଦିଲ୍ଲୀ, ୨୧।୨: କ୍ରମାଗତ ତୈଳ ଦର ବୃଦ୍ଧି ପ୍ରତିବାଦରେ ଶନିବାର ବିରୋଧୀ ଦଳ କଂଗ୍ରେସ ବିଭିନ୍ନ ରାଜ୍ୟରେ ରାସ୍ତାକୁ ଓହ୍ଲାଇଛି। ମଧ୍ୟପ୍ରଦେଶରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଅଧାଦିନ…

ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ ରାଜସ୍ବ ମନ୍ତ୍ରୀ

ସାରସକଣା, ୨୧।୨-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମୁରୁଣିଆ ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନେହା…

୫୨ ତିମି ମୃତ

ଜାକର୍ତ୍ତା, ୨୧ା୨: ଇଣ୍ଡୋନେସିଆ ସମୁଦ୍ର କୂଳରୁ ୫୨ ତିମିର ମୃତଦେହ ମିଳିଛି। ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି। ଗୁରୁବାର ଇଣ୍ଡୋନେସିଆର ଇଷ୍ଟ…

ମୋଦିଙ୍କ ନକଲ କରିବାରୁ ଏତଲା

ନୂଆଦିଲ୍ଲୀ, ୨୧ା୨: ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରିବା ହାସ୍ୟ ଅଭିନେତା ଶ୍ୟାମ…

ବିଜୟ ହଜାରେ ଟ୍ରଫି: ଉଥାପ୍ପାଙ୍କ ଶତକ: ପରାଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର,୨୧।୨(ସ୍ପୋର୍ଟ୍ସ ବ୍ୟୁରୋ): ଦେଶର ସର୍ବବୃହତ ଘରୋଇ ଦିନିକିଆ ଟୁର୍ନାମେଣ୍ଟ ତଥା ରଣଜୀ ଦିନିକିଆ ଟ୍ରଫି ରୂପେ ଜଣାଶୁଣା ଥିବା ବିଜୟ ହଜାରେ ଟ୍ରଫି ଶନିବାରଠାରୁ ଆରମ୍ଭ ହୋଇଛି।…

୫ବର୍ଷ ହେଲା ଚାଲିଛି ମେଗା ଜଳସେଚନ ପ୍ରକଳ୍ପ

ବାରିପଦା ଅଫିସ,୨୧।୨- ଖରିଫ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୫ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଠିକା କମ୍ପାନୀର ମନମୁଖି…

ବୈଠକରେ କୌଣସି ରାଜ୍ୟ ଉଠାଇଲେ ନାହିଁ କୃଷି ଆଇନ କଥା!

ନୂଆଦିଲ୍ଲୀ,୨୧ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବାହାରେ ବିରୋଧୀ ଖୁବ୍ ବିରୋଧ କରୁଥିଲେ ବି ଭିତରେ ଚୁପ୍ ରହିବା ଏବେ ଆଲୋଚନା ପରିସରକୁ ଆସିଛି…

ବିକ୍ଷୋଭ ଯଦି ଦେଶଦ୍ରୋହ, ଜେଲରେ ରହିବି

ନୂଆଦିଲ୍ଲୀ, ୨୧।୨: ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଯଦି ଦେଶଦ୍ରୋହ ହୁଏ, ତେବେ ଜେଲରେ ରହିବା ଭଲ ବୋଲି ଜଳବାୟୁ କର୍ମୀ ଦିଶା ରବିଙ୍କ ଓକିଲ ସିଦ୍ଧାର୍ଥ…

ଭାରତ-ଚାଇନା ମଧ୍ୟରେ ଦୀର୍ଘ ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକ: ବିବାଦୀୟ ଅଞ୍ଚଳରୁ ସେନା ହଟାଇବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୨୧ ।୨: ପୂର୍ବ ଲଦ୍ଦାଖର ପୋଙ୍ଗୟାଙ୍ଗ ହ୍ରଦ ପରେ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନାଙ୍କୁ ଫେରାଇ ନେବା ଲାଗି ଭାରତ-ଚାଇନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ଶନିବାର…