ବିଗ୍‌ ବି, ଟ୍ରମ୍ପ୍‌ଙ୍କ ନାଁରେ ଫେକ୍‌ ଇ-ପାସ୍‌

ହିମାଚଳ ପ୍ରଦେଶରେ କରୋନା କଟକଣା ଜାରି ହୋଇଥିବାବେଳେ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ପାଇଁ ଇ-ପାସ୍‌ ବାଧ୍ୟତାମୂଳକ କରାଯାଇଛି। ସ୍ଥାନୀୟ ପୋଲିସ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ

ନୂଆଦିଲ୍ଲୀ,୧୦ା୫: ଜଣଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ୍ୟ ଓ ସ୍ବେଚ୍ଛାକୃତ ବୋଲି କୋର୍ଟ ଗ୍ରହଣ କରିବା ପରେ ତାକୁ ଦଣ୍ଡବିଧାନର ମୌଳିକ ଆଧାର ରୂପେ ଧରାଯାଇପାରିବ। ଏଥିଲାଗି ଅନ୍ୟ…

‘ଇଂଲଣ୍ଡରେ ଭାରତ ୩-୨ରେ ସିରିଜ ଜିତିବ’

ନୂଆଦିଲ୍ଲୀ, ୧୦।୫: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଜୁନ୍‌…

କଳିଙ୍ଗନଗରରୁ ଏଲ୍‌ଏମ୍‌ଓ ଯୋଗାଣ

ଯାଜପୁର ଅଫିସ: ଭାରତୀୟ ରେଳବାଇର ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଜରିଆରେ ରବିବାରଠାରୁ ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନାରୁ ଲିକ୍ବିଡ୍‌ ମେଡିକାଲ୍‌ ଅକ୍ସିଜେନ୍‌ (ଏଲ୍‌ଏମ୍‌ଓ) ଯୋଗାଣ ଆରମ୍ଭ ହୋଇଛି। ୭…

ୟେମେନ୍‌ରେ ରକ୍ତାକ୍ତ ସଂଘର୍ଷ: ୪୪ ମୃତ

ସାନା, ୧୦।୫(ଆଇଏଏନ୍‌ଏସ୍‌): ୟେମେନ୍‌ର ତୈଳ ବହୁଳ ମାରିବ୍‌ ପ୍ରଦେଶରେ ସରକାର ସପକ୍ଷବାଦୀ ଗୋଷ୍ଠୀ ଏବଂ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪୪ ଜଣଙ୍କ ଜୀବନ…

ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ଫାଷ୍ଟ ବୋଲର ପ୍ୟାଟ କୁମିନ୍ସ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ପ୍ରେମିକା ବେକି ବୋଷ୍ଟନ ସୋସିଆଲ ମିଡିଆରେ ଫଟୋ ଶେୟାର କରି…

୬ ଫୁଟ୍‌ରୁ ଅଧିକ ଦୂରକୁ ବ୍ୟାପିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ, ୧୦।୫: କରୋନା ଭୂତାଣୁ ବାୟୁବାହିତ। ଏହା ବାୟୁରେ ୬ ଫୁଟ୍‌ରୁ ଅଧିକ ଦୂରକୁ ବ୍ୟାପିପାରେ ବୋଲି ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ…

ଜୁନ୍‌ରେ ଆରମ୍ଭ ହୋଇପାରେ ବ୍ୟାଡ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ନ୍ୟାଶନାଲ ଆସେଟ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଲିମିଟେଡ(ଏନ୍‌ଏଆର୍‌ସିଏଲ୍‌) ବା ବ୍ୟାଡ୍‌ ବ୍ୟାଙ୍କ ଚଳିତବର୍ଷ ଜୁନଠାରୁ କାର୍ଯ୍ୟ ଆରମ୍ଭ କରିପାରେ। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନର ସିଇଓ ସୁନୀଲ ମେହେଟ୍ଟା…

କରୋନା ରୋଗୀଙ୍କୁ ବିକଳାଙ୍ଗ କରୁଛି ବ୍ଲାକ୍‌ ଫଙ୍ଗସ୍‌

ନୂଆଦିଲ୍ଲୀ, ୧୦।୫: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ିଚାଲିଛି। ଏଥିରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକଙ୍କ…

ସୁନ୍ଦରଗଡ଼, ଅନୁଗୋଳରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ସୁନ୍ଦରଗଡ଼ ଏବଂ ଅନୁଗୋଳ ଜିଲାରେ ୨ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ବୋର୍ଡ ଅନୁମୋଦନ ଦେଇସାରିଛି।…