କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି ଭେରିଟିଙ୍କ…

୧୯ ବର୍ଷ ନାବାଳକ ବି ରହିପାରିବେ ଲିଭ୍‌ଇନ୍‌ରେ…

ଚଣ୍ଡିଗଡ଼,୧୨।୭: ଜଣେ ପ୍ରାପ୍ତ ବୟସ୍କା ଯୁବତୀଙ୍କ ସହିତ ନାବାଳକ ଲିଭ୍‌ଇନ୍‌ରେ ରହିପାରିବେ। ଏନେଇ କୌଣସି ଅସୁବିଧା ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ଗଡିଲା ଭଉଣୀ ସୁଭଦ୍ରାଙ୍କ ରଥ | Rath Yatra 2021 | Dharitri Live

ନୀତି ସମ୍ପର୍ଣ୍ଣ ହେବା ପରେ , ଆଗେଇ ଚାଲିଛି ସୁଭଦ୍ରାଙ୍କ ଦର୍ପଦଳନ ରଥ । ଘଣ୍ଟର ଘରଘର ନାଦରେ ରଥକୁ ଆଗେଇ ନେଉଛନ୍ତି ସେବାୟତ । ବଳଭଦ୍ରଙ୍କ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ‘ବ୍ରହ୍ମୋସ’

ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍‌କ୍ଷେପଣ ହୋଇଛି ସୁପରସୋନିକ୍‌ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ…

ଗଡିଲା ତାଳଧ୍ୱଜ ରଥ

ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଗଡିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । କୋଭିଡ କଟକଣା ସହିତ ସେବାୟତ ମାନେ ରଥକୁ ଟାଣିଟାଣି ନେଉଛନ୍ତି ।…

ସ୍ମାର୍ଟଫୋନ୍‌ ବ୍ୟାଟେରୀ-ଡାଟା ଶୀଘ୍ର ସରୁଛି କି, ହ୍ୟାକିଂ ପ୍ରତି ରୁହନ୍ତୁ ସତର୍କ…

ନୂଆଦିଲ୍ଲୀ,୧୨।୭: ଏବେ ଡିଜିଟାଲର ଯୁଗ। ପ୍ରତିଟି କାର୍ଯ୍ୟ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି। ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ରେ ଜିନିଷପତ୍ର କିଣା ସବୁ ସମ୍ଭବ ହେଉଛି। ଘରେ…

ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ

ପୁରୀ ଅଫିସ,୧୨ା୭: ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ରତ୍ନବେଦିରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନିଠାକୁର। କୋଭିଡ୍‌…

ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ: ଓମ ବିର୍ଲା

ନୂଆଦିଲ୍ଲୀ,୧୨ ।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସୋମବାର ଲୋକ ସଭା ସ୍ପିକର ଓମ ବିର୍ଲା…

ନିୟମ ଉଲ୍ଲଂଘନ ଅଭିଯୋଗରେ ଜନପଥ ମାର୍କେଟ ସିଲ୍‌

ନୂଆଦିଲ୍ଲୀ,୧୨।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କରୋନା କଟକଣା କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ଲଗାତର ଭାବେ ମାର୍କେଟରେ ଲୋକଙ୍କ…

ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ…