ଚେତାବନୀ, ସମସ୍ତଙ୍କର ଟିକାକରଣ ନ ହେଲେ, ଆସୁଥିବ ନୂଆ ନୂଆ ଭାରିଆଣ୍ଟ…

ନୂଆଦିଲ୍ଲୀ, ୧୮।୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ ୨୦୨୨ ବର୍ଷରେ ବହୁବିଧ ସଂସ୍କାର ଆଣିବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି।…

ବଢ଼ୁଛି ଦୈନିକ ସଂକ୍ରମଣ: ଦିନକରେ ୧୧୦୮୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ ୧୧୦୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ସ୍ଥିତି ସଙ୍କଟ ଜନକ, ମୃତ୍ୟୁ ସଂଖ୍ୟା ବଢ଼ାଉଛି ଚିନ୍ତା …

ନୂଆଦିଲ୍ଲୀ, ୧୮।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ…

ଏନ୍‌ .ଚନ୍ଦ୍ରାବାବୁ ନାଇଡୁ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୮।୧: ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ନେତା ଏନ୍‌ .ଚନ୍ଦ୍ରାବାବୁ ନାଇଡୁ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। କୋଭିଡ୍‌ର ସାମାନ୍ୟ ଲକ୍ଷଣ ଅନୁଭବ କରି କୋଭିଡ୍‌ ପରୀକ୍ଷା କରାଇଥିଲେ, ଏବଂ…

ଆଜିଠୁ ମୂଲ୍ୟାୟନ ପାଇଁ ଯିବ ସମେଟିଭ-୧ ଓଏମଆର ସିଟ୍‌

କଟକ ଅଫିସ, ୧୮।୧: ଆଜିଠୁ ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମେଟିଭ ଆସେସମେଣ୍ଟ ଟେଷ୍ଟ-୧ର ଓଏମଆର୍‌ ସିଟ ମୂଲ୍ୟାୟନପାଇଁ ଯିବ । ଗତ ୭ ତାରିଖରେ ପରୀକ୍ଷା…

ସୁନ୍ଦରତା ବଢ଼ାଇବ କମଳା

କମଳା ଚୋପାକୁ କ୍ଲିଜର ଭଳି ବ୍ୟବହାର କରିହେବ। ଏଥିପାଇଁ ଏକ ଚାମଚ କମଳା ରସରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ୍‌ ଛାଡି…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ବଢିଲା ରାଜପଥର ସୁରକ୍ଷା: ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୧୮ ।୧: ପାଖେଇ ଆସିଲାଣି ସାଧାରଣତନ୍ତ୍ର ଦିବସ । ଦିନକ ପୂର୍ବରୁ ରାଜଧାନୀ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ମିଳିବା ପରେ ଏବେ ଦିଲ୍ଲୀ ପୋଲିସ…

ରାଜଧାନୀର ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀର ଆଉ ୬ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି…

ପ୍ରଭାବ ଶୂନ୍ୟ ୫୦୦ କୋଟି ଟଙ୍କାର କରୋନା ଔଷଧ ସେବନ କରିଛନ୍ତି ଲୋକେ!

ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ସାରା ବିଶ୍ୱ ଏହାକୁ ଭୟ କରିଯାଇଛି । ତେବେ କରୋନା ମହାମାରୀର ଚିକିତ୍ସା…

ହାସ୍ୟାଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ: ଜାଣନ୍ତୁ କାହାକୁ କରିବେ ବିବାହ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ହାସ୍ୟାଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ନିଜ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ସିନେମା, ଟେଲିଭିଜନ ଏବଂ ୟୁଟ୍ୟୁବ୍‌ରେ ଲୋକଙ୍କୁ ହସାଇବାରେ କୌଣସି ମୋଉକା…