Categories: ଜାତୀୟ

ଏନ୍‌ .ଚନ୍ଦ୍ରାବାବୁ ନାଇଡୁ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୮।୧: ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ନେତା ଏନ୍‌ .ଚନ୍ଦ୍ରାବାବୁ ନାଇଡୁ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। କୋଭିଡ୍‌ର ସାମାନ୍ୟ ଲକ୍ଷଣ ଅନୁଭବ କରି କୋଭିଡ୍‌ ପରୀକ୍ଷା କରାଇଥିଲେ, ଏବଂ ତାଙ୍କର ପଜିଟିଭ୍‌ ଆସିବା ପରେ ସେ ନିଜେ ଟୁଇଟ୍‌ ମାଧ୍ୟମରେ ମଙ୍ଗଳବାର  ସୂଚନା ଦେଇଛନ୍ତି। ଘରେ ନିଜକୁ ଆଇସୋଲେସନ କରି ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛି ବୋଲି ସେ କହିଛନ୍ତି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି। ସେମାନେ ଯଥାଶୀଘ୍ର ଶୀଘ୍ର କୋଭିଡ୍‌ ପରୀକ୍ଷା କରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Share