କୋର୍ଟରେ ବିଚାରପତିଙ୍କୁ ଚପଲ ଫୋପାଡ଼ିଲେ ହତ୍ୟା ଅଭିଯୁକ୍ତ

ଥାଣେ,୧୦।୧୧: ଏକ ହତ୍ୟା ମାମଲାର ଅଭିଯୁକ୍ତ ଶୁଣାଣି ବେଳେ ବିଚାରପତିଙ୍କୁ ଚପଲ ଫୋପାଡ଼ିଛନ୍ତି। ମହାରାଷ୍ଟ୍ରର ଥାଣେ ଜିଲାର କଲ୍ୟାନ କୋର୍ଟରେ ଘଟିଛି ଏଭଳି ଘଟଣା। ମାମଲାର ଶୁଣାଣି…

ଫାଇନାଲ ପାଇଁ ନ୍ୟୁଜିଲାଣ୍ଡକୁ ଦରକାର ୧୬୭ ରନ୍‌

ଆବୁଧାବି,୧୦।୧୧: ଚଳିତ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ନ୍ୟୁଜିଲାଣ୍ଡକୁ ୧୬୭ ରନ୍‌ ଦରକାର। ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ସେମିଫାଇନାଲରେ…

ରିଆଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ ହଟିଲା କଟକଣା

ମୁମ୍ବାଇ,୧୦।୧୧: ଦୀର୍ଘ ୧୪ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ କଟକଣା ଉଠାଇଛନ୍ତି ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ। ଏଥିସହିତ ତାଙ୍କ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୦, ୨୦୨୧)

କରୋନା କଟକଣା ପାଇଁ କଟକ ଚାନ୍ଦିନୀଚୌକର ଏକ ଛାତ ଉପରେ ଛଟ ପୂଜା କରୁଛନ୍ତି ବିହାରୀ ସମ୍ପ୍ରଦାୟର ମହିଳା   କଟକ ଆରିଲୋଠାରେ ମେଗା ଓମ୍‌ଫେଡ ଡାଏରୀ…

‘ମୋତେ ଗୁଳି କରାଯାଇନି’

ନୂଆଦିଲ୍ଲୀ,୧୦।୧୧: ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଦୃର୍ବୁତ୍ତମାନେ ଗୁଳି କରି ହତ୍ୟା କରିଥିବା ନେଇ କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ…

ବିନା ପରିବର୍ତ୍ତନରେ ଓହ୍ଲାଇଲା ନ୍ୟୁଜିଲାଣ୍ଡ

ଆବୁଧାବି,୧୦।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସନ।…

କେବିସି ଶୁଟିଂ ପାଇଁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ କପିଲ

ମୁମ୍ବାଇ,୧୦।୧୧: କୋନ ବନେଗା କରୋରପତି(କେବିସି)ର ୧୩ ତମ ସିଜନରେ ଆଗାମୀ ଶାନଦାର ଶୁକ୍ରବାର ଏପିଶୋଡ୍‌ରେ ଅତିଥି ଭାବେ ନଜର ଆସିବେ ଅଭିନେତା ସୋନୁ ସୁଦ ଓ କମେଡିଆନ…

ପ୍ରଥମ ଖେଳାଳି ଭାବେ ଟି୨୦ ଇତିହାସରେ ବିରଳ ରେକର୍ଡ ହାତେଇଲେ ଭାରତୀୟ ସ୍ପିନର

ନୂଆଦିଲ୍ଲୀ,୧୦।୧୧: ବିଦର୍ଭ ସ୍ପିନର ଅକ୍ଷୟ କାର୍ନଓ୍ବୋର ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ମଙ୍ଗଳବାର ମଣିପୁର ବିପକ୍ଷରେ ଖେଳାଯାଇଥିବା…

ଏମ୍‌ବିଏ ସହ କରିଥିଲେ ସିଏ; ହେଲେ କ୍ରିକେଟକୁ ବାଛିଥିଲେ; ଏବେ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିବା ପରେ…

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ନାମ କମାଇଥିବା ଅଲରାଉଣ୍ଡରଙ୍କ ସଂଖ୍ୟା ଅଧିକ ନୁହେଁ। ଏଥିନେଇ ନିଜର ସ୍ବତନ୍ତ୍ରତା ବଜାୟ ରଖିବା ସହ ନିରନ୍ତର ଭାବେ ଭଲ ପ୍ରଦର୍ଶନ…

ଜାଡେଜାଙ୍କ ବୋଲିଂ ଆକଶନ୍‌ କପି କଲେ ବୁମରା

ନୂଆଦିଲ୍ଲୀ,୧୦।୧୧: ଆଧୁନିକ କ୍ରିକେଟର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଶଂସକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ତାଙ୍କ ସାଥି ଖେଳାଳି ଯଶପ୍ରୀତ ବୁମରା। ଆଇସିସି ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ…