ମହାଭାରତର ଭୀମ ପ୍ରବିଣ କୁମାରଙ୍କ ପରଲୋକ

ମୁମ୍ବାଇ: ବି ଆର୍ ଚୋପ୍ରାଙ୍କ ମହାଭାରତର ଭୀମ ଚରିତ୍ରରେ ଅଭିନୟ କରୁଥିବା କଳାକାର ପ୍ରବିଣ କୁମାର ସୋବତିଙ୍କର ପରଲୋକ ହୋଇଛି । ସୋମବାର ୭୪ ବର୍ଷ ବୟସରେ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୯ ଜଣ ପିଲା ଅଛନ୍ତି। ୮୭୩ ଜଣ କ୍ୱାରାଣ୍ଟାଇନ୍‌ରୁ…

ସକ୍ରିୟ ମାମଲା ୧୦ ଲକ୍ଷ ତଳେ…

ନୂଆଦିଲ୍ଲୀ, ୮।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି।…

ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ: ପୋଡିଲେ ଜେସିବି, ଟ୍ରାକ୍ଟର

ଫୁଲବାଣୀ ଅଫିସ, ୮।୨: କନ୍ଧମାଳ ଜିଲାରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ବ୍ଲକ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା ସଂସ୍ଥାର…

ଅଦା ଚା’ ପିଉଥିଲେ….

ଅଦା ଚା’ ଆବଶ୍ୟକରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦେଖାଦେଇପାରେ। ଅଦା ଖାଦ୍ୟ ହଜମ କରିବାରେ ସାହାଯ୍ୟକରେ। ହେଲେ ଅଦାରେ ଥିବା ଜିଞ୍ଜୋରୋଲସ୍‌ ନାମକ ଉପାଦାନ…

‘ପୋଲିଂ ଡେ’କୁ ‘ପବ୍ଲିକ ହଲିଡେ’ ଘୋଷଣା କଲେ ଗୋଆ ସରକାର

ପଣଜୀ,୮ ।୨: ପାଖେଇ ଆସିଲାଣି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହି କ୍ରମରେ ଗୋଆ ବିଧାନସଭା ପାଇଁ ୧୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ ।…

ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୮।୨(ବ୍ୟୁରୋ): ଫେବୃୟାରୀ ୭ରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍‌ ସପ୍ତାହ। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସତର୍କତା ଜାରି କରାଯାଇଛି। ସାଇବର ଠକେଇ ଆଶଙ୍କା କରି କ୍ରାଇମ୍‌ବ୍ରାଞ୍ଚ ଏହି ପଦକ୍ଷେପ…

ଭିଜିଲାନ୍ସ ଜାଲରେ ସହକାରୀ ଜିଲାପାଳ

ରାଉରକେଲା ଅଫିସ, ୮।୨: ରାଉରକେଲାର ସହକାରୀ ଜିଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଜିଅନ୍ତା ମାଛ ଧରି ଘରକୁ ଘର ବୁଲି ପ୍ରଚାର କଲେ ପ୍ରାର୍ଥୀ

ଖଡିଆଳ,୮।୨(ଡି.ଏନ.ଏ.): ଜିଅନ୍ତା ମାଛ ଧରି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡିଆଳ…

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଏଲଆଇପି ସମର୍ଥକ ମୁହାଁମୁହିଁ

ଚଣ୍ଡିଗଡ଼,୮ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ଇତିମଧ୍ୟରେ ସୋମବାର ରାତିରେ ଆତ୍ମ ନଗର ବିଧାନସଭା…