ନିଲମ୍ବିତ ହେଲେ ପରମବୀର ସିଂ

ମୁମ୍ବାଇ,୨।୧୨: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ମହାରାଷ୍ଟ୍ର ସରକାର ଗୁରୁବାର ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅନିୟମିତତା ଓ ତ୍ରୁଟି ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ…

ଓମିକ୍ରନ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ ପଜିଟିଭ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର। ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଛି।…

ପରିବାରର ୪ ଜଣଙ୍କୁ ହତ୍ୟା କଲେ ସମ୍ପର୍କୀୟ

କୋଲକାତା,୨।୧୨: ପଶ୍ଚିମବଙ୍ଗର ହୁଗ୍‌ଲି ଜିଲା ଅଧୀନ ସିଙ୍ଗୁର ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କୁ ଗୁରୁବାର ସକାଳେ ତାଙ୍କର ଜଣେ ସମ୍ପର୍କୀୟ ହତ୍ୟା କରିଥିବା ଅଭିଯୋଗ ହୋଇଛି।…

‘୨୦୨୪ରେ କଂଗ୍ରେସ ଜିତିବ, ମୋତେ ଦେଖାଯାଉନି’

ନୂଆଦିଲ୍ଲୀ,୨।୧୨: ୨୦୨୪ ନିର୍ବାଚନରେ କଂଗ୍ରେସର ବିଜୟ ମୋତେ ଦେଖାଯାଉନାହିଁ। କେନ୍ଦ୍ରୀୟ ନେତୃତ୍ୱ ପାଇଁ କଂଗ୍ରେସରେ ଆନ୍ତଃ କନ୍ଦଳ ଚାଲିଥିବା ବେଳେ ଏଭଳି ମତ ଦେଇଛନ୍ତି ବରିଷ୍ଠ ନେତା…

ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ବର,୨।୧୨(ବ୍ୟୁରୋ): କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶର୍‌ବବର୍ତ୍ତୀ ଆଣ୍ଡାମାନ ସାଗରରେ ଅବପାତର ରୂପ ନେଇଛି।…

ଗମ୍ଭୀରଙ୍କୁ ଚକିତ କଲା ନୂଆ ପ୍ରତିଭା

ନୂଆଦିଲ୍ଲୀ,୨।୧୨: ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତଗ ଗମ୍ଭୀର ମଙ୍ଗଳବାର ଦିଲ୍ଲୀର ଯମୁନା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଇଷ୍ଟ ଦିଲ୍ଲୀ ପ୍ରିମିୟର ଲିଗ୍‌ (ଇଡିପିଏଲ) ଉଦ୍‌ଘାଟନ କରିଛନ୍ତି।…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨, ୨୦୨୧)

କଟକ ଚୌଧୁରୀ ବଜାର ଦୋକାନରେ ସାଜସଜ୍ଜା ମୁକୁଟ ବିକ୍ରି ହେଉଛି କଟକ ତୁଳସୀପୁର ହରିଣ ପାର୍କ ନିକଟ ମହାନଦୀରେ ପକ୍ଷୀଙ୍କ ସମ୍ଭାର ଜୁନିଅର ହକି ବିଶ୍ୱକପ: ଭୁବନେଶ୍ୱରର…

କୋହଲିଙ୍କ ହାତରେ ବିରାଟ ରେକର୍ଡ ସୁଯୋଗ

ମୁମ୍ବାଇ,୨।୧୨: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ ଫେରୁଥିବାରୁ…

ବାତ୍ୟାରେ ବିଦ୍ୟୁତ୍‌ ଯୋଗାଣ ବାଧକ ହେଲେ ତୁରନ୍ତ କାମ ହେବ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ସାମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’କୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରି ସାରିଛି। ଫଳରେ ରାଜ୍ୟ ସରକାର ବାତ୍ୟା ମୁକାବିଳା ନେଇ ପ୍ରସ୍ତୁିତ ଆରମ୍ଭ…

ଘରୁ ମିଳିଲା ‘ମିର୍ଜାପୁର’ ଅଭିନେତାଙ୍କ ମୃତଦେହ

ନୂଆଦିଲ୍ଲୀ,୨।୧୨: ଲୋକପ୍ରିୟ ଓ୍ବେବ ସିରିଜ ମିର୍ଜାପୁର ପାଇଁ ଜଣାଶୁଣା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତଦେହ ମୁମ୍ବାଇର ଭରସୋଭାସ୍ଥିତ ବାସଭବନରୁ ମିଳିଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି…