ଭାଜପା ଜିଲା ସଭାପତିଙ୍କ ଆପତ୍ତିଜନକ ଫଟୋ ଭାଇରାଲ

ବାଲେଶ୍ୱର ଅଫିସ, ୧୭।୧୨:ବାଲେଶ୍ୱର ଜିଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହ ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି।…

ଥାନାର ଦ୍ବାରସ୍ଥ ଦ୍ବିତୀୟ ସ୍ତ୍ରୀ

କାଳିଆପାଣି,୧୭ା୧୨(ଡି.ଏନ.ଏ.):ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ କାଙ୍କଡ଼ପାଳ ଗ୍ରାମର ଜଣେ ଯୁବକ ଦ୍ବିତୀୟ ବିବାହ କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ଦ୍ୱିତୀୟ ସ୍ତ୍ରୀଙ୍କୁ…

କ୍ୟାଟ୍ରିନାଙ୍କ ଫଟୋକୁ ଜୁମ୍‌ କରି ଦେଖନ୍ତି ସଲମାନ୍‌

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜୋଡ଼ା ଯାଇଛି। ବାର୍ବୀ ଡଲ୍‌ କ୍ୟାଟ୍ରିନା କୈଫ୍‌ଙ୍କ ସହିତ ତାଙ୍କ ଘନିଷ୍ଠତା ଥିବା ସମସ୍ତେ ଜାଣନ୍ତି।…

ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତି ଅବହେଳା

ଜଗତ୍‌ସିଂହପୁର ଅଫିସ, ୧୭ା୧୨:ଜଗତ୍‌ସିଂହପୁର ବ୍ଲକ ମହିରାସ୍ଥିତ ରଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳିତ ହୋଇପଡ଼ିଛି। ଏହି ଉଚ୍ଚ ବିଦ୍ୟାଳୟ ୧୯୯୩ରୁ ସରକାରୀ ବିଦ୍ୟାଳୟର ମାନ୍ୟତା ପାଇଥିଲେ…

ଆଶା, ଆଶଙ୍କା ମଧ୍ୟରେ ଡଲ୍‌ଫିନ ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡ଼ା ଅଫିସ, ୧୭ା୧୨:ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଗୁରୁବାରଠାରୁ ଡଲଫିନଙ୍କ ସଂଖ୍ୟା ଗଣନା ଆରମ୍ଭ ହୋଇଛି। କ୍ରମାଗତ ଭାବେ ୪ ବର୍ଷର ଡଲଫିନ୍‌ ସଂଖ୍ୟାର…

ବଳାତ୍କାରକୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ବେଙ୍ଗାଲୁରୁ,୧୭ ।୧୨: କଂଗ୍ରେସ ବିଧାୟକ ତଥା କର୍ନାଟକ ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ମହିଳାଙ୍କୁ ନେଇ ବଡ ଆପତ୍ତିଜନକ ବୟାନ ଦେଇଛନ୍ତି । ବୟାନ ଏପରି…

ପ୍ରଥମ ପର୍ଯ୍ୟାୟରେ ଗଲା ୧.୯୬ ଲକ୍ଷ ବହି

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ):ଶିକ୍ଷାବର୍ଷ ୨୦୨୨-୨୩ ନିମନ୍ତେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣା ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ…

କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେଶନଶିପ୍‌ ନୁହେଁ

ଚଣ୍ଡିଗଡ଼, ୧୭ା୧୨:ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି ତେବେ ସେମାନେ ବାସ୍ତବରେ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହୁଛନ୍ତି ବୋଲି କୁହାଯାଇପାରିବ…

‘ଏବେ ବି ନାରୀ ସୁରକ୍ଷା ଅନାଲୋଚିତ ବିଷୟ’

ନୂଆଦିଲ୍ଲୀ, ୧୭।୧୨:ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୯ ବର୍ଷ ପୂରିଛି। ୨୦୧୨ ଡିସେମ୍ବର ୧୬ ରାତିରେ ଏହି ବୀଭତ୍ସ ଘଟଣା ସାରା ଦେଶକୁ ସ୍ତବ୍ଧ…

ଅକ୍ସିଜେନ୍‌, ଚିକିତ୍ସା ଉପକରଣ ପ୍ରସ୍ତୁତ ରଖ

ନୂଆଦିଲ୍ଲୀ, ୧୭।୧୨:କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ କେନ୍ଦ୍ର ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ବୁଧବାର ଦେଶରେ ଆଉ ୧୪ ନୂଆ ମାମଲା ଚିହ୍ନଟ ହୋଇଛି। କର୍ନାଟକରେ…