ଜିଲାବାସୀଙ୍କୁ ଦର୍ଶନ ଅନୁମତ

ଢେଙ୍କାନାଳ ଅଫିସ, ୨୫।୨ ଦୀର୍ଘ ଦୁଇବର୍ଷ ପରେ କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଦେଖିବାର ସୌଭାଗ୍ୟ ଲାଭ କରିବେ ଢେଙ୍କାନାଳ ଜିଲାବାସୀ। କରୋନା…

ପୋଲିସ ବସ୍‌ ଧକ୍କାରେ ଗଲା ପ୍ରିଜାଉଡିଂ ଅଫିସରଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୫ା୨: ଶେଷ ପର୍ଯ୍ୟାୟ ନିର୍ବାଚନ ସାରି ଘରକୁ ଫେରୁଥିବା ପ୍ରିଜାଇଡିଂ ଅଫିସର ଶିକ୍ଷକ ସୁଦାମ ଚରଣ ପୁରୋହିତ(୫୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟିଟିଲାଗଡ଼…

ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ଖୋର୍ଦ୍ଧା ଅଫିସ,୨୫ା୨: କର୍ନାଟକ ଶିବଗଙ୍ଗା ଜିଲାରେ ବଜରଙ୍ଗ ଦଳର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଜେହାଦୀମାନେ ଛୁରି ଭୁସି ଅତି ନିର୍ମମ ଭାବେ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାକୁ…

ଶତ୍ରୁତାକୁ ସମାପ୍ତ ପାଇଁ ରୁଷିଆକୁ ଆଲୋଚନା କରିବାକୁ ପଡ଼ିବ: ଜେଲେନ୍‌ସ୍କି

କ୍ୱିଭ,୨୫।୨: ୟୁକ୍ରେନରେ ରୁଷିଆ ଆକ୍ରମଣର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଭୟଙ୍କର ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ୟୁକ୍ରେନର ରାଜଧାନୀ କ୍ୱିିଭ ସମେତ ଅନେକ ସହରରେ…

ପୁଣି ରିମାଣ୍ଡରେ ଯିବେ ନକଲି ଡାକ୍ତର

ଭୁବନେଶ୍ୱର,୨୫।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସାଇଁଙ୍କ ଗିରଫ ମାମଲା। ଆଜିଠାରୁ ପୁଣି ୩ ଦିନିଆ ରିମାଣ୍ଡରେ ଯିବେ ରମେଶ ସାଇଁ। ଭୁବନେଶର ଏସ୍‌ଡିଜେମ କୋର୍ଟ ରିମାଣ୍ଡ ମଞ୍ଜୁର…

ୟୁକ୍ରେନ୍‌ ଯବାନଙ୍କ ଭାବପ୍ରବଣ ଭିଡିଓ ଭାଇରାଲ: ଦେଖନ୍ତୁ ଭିଡିଓ

କ୍ୱିଭ୍‌,୨୫।୨: ଆଜି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଦ୍ୱିତୀୟ ଦିନ। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ…

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ

କ୍ୱିଭ୍‌,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ ଆକମଣ…

ୟୁକ୍ରେନ୍‌ରେ ଫସି ରହିଛନ୍ତି ସୋର, ଭଦ୍ରକର ୨ ଛାତ୍ରୀ

ସୋର, ୨୫।୨(ଡି.ଏନ.ଏ.) ୟୁକ୍ରେନ୍‌ ସହରରେ ବାଲେଶ୍ୱର ଜିଲା ସୋର ଓ ଭଦ୍ରକ ଜିଲା ଭାଟପଡା ଅଞ୍ଚଳର ୨ ମେଡିକାଲ ଛାତ୍ରୀ ଫସି ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା…

ନିମ୍ନମାନର ପଥର ପ୍ୟାକିଂକୁ ବିରୋଧ

ବାରିପଦା ଅଫିସ,୨୫।୨ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ କୂଳରେ ଚାଲିଥିବା ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ…

ଶାହିଦଙ୍କୁ ପ୍ରଥମେ ଦେଖି ଡରିଯାଇଥିଲେ ମୀରା

ବଲିଉଡ୍‌ ଅଭିନେତା ଶାହିଦ କପୁର ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର ପରିଶ୍ରମ ଏବଂ ଦକ୍ଷତା ଆଧାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ…