‘ଓମିକ୍ରନ ଦ୍ବାରା ପ୍ରତ୍ୟେକ ପରିବାର ପ୍ରଭାବିତ ହେବେ’

ନ୍ୟୁୟର୍କ,୨୨ା୧୨: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଧନୀ ଭାବରେ ଜଣାଶୁଣା ବିଲ୍‌ ଗେଟ୍‌ସ କରୋନା ମହାମାରୀକୁ ନେଇ ବିଶ୍ବକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କରୋନାର ନୂଆ…

ଖଦାନରେ ଭୂସ୍ଖଳନ, ୭୦ରୁ ଅଧିକ ନିଖୋଜ…

ନାପିଦ୍ୱ, ୨୨।୧୨: ମ୍ୟାନମାରର ଏକ ଖଦାନରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର ମ୍ୟାନମାରର ଜେଡ୍‌ ଖଦାନରେ ବୁଧବାର ଭୂସ୍ଖଳନ ଘଟିଛି। ଫଳରେ ଏଠାରେ…

୪ ବର୍ଷରେ ୩,୧୧୭ ଜଣଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ, ୨୨।୧୨: ଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ମୋଟ ୩,୧୧୭ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ଗ୍ରହଣ ଲାଗି ଅନୁମତି ପ୍ରଦାନ କରାଯାଇଛି।…

‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୨।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ ୪…

ଘୋଡ଼ା ସହ ଏମିତି କାମ କଲେ ଶିକ୍ଷୟିତ୍ରୀ, ଶେଷରେ ଗଲା ଚାକିରି

ଲଣ୍ଡନ,୨୨ା୧୨: ବ୍ରିଟେନରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏମିତି କିଛି କାର୍ଯ୍ୟ କରିଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ନିନ୍ଦା କରିବେ। ସୋସିଆଲ ମିଡିଆରେ ତାଙ୍କ କାର୍ଯ୍ୟକଳାପ…

ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୨।୧୨(ବ୍ୟୁରୋ): ରାଜ୍ୟରେ ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟବାସୀଙ୍କୁ ସତର୍କ ରହିବା ନେଇ ସେ ପରାମର୍ଶ ଦେଇଛନ୍ତି।…

ପଞ୍ଚାୟତ ସମ୍ମୁଖରେ ବୃଦ୍ଧାବୃଦ୍ଧଙ୍କ ଧାରଣା

କର୍ଲାମୁଣ୍ଡା,୨୨।୧୨(ଡି.ଏନ୍‌.ଏ.): ଆଧାର ସଂଯୋଗ ଓ କଓ୍ବୋଇସି ଅପ୍‌ଡେଟ ହୋଇ ପାରୁ ନ ଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଭତ୍ତା ଟଙ୍କା ଉଠାଇବା ନେଇ…

କଲ୍ୟାଣ ମଣ୍ଡପ ନିର୍ମାଣକୁ ସାହି ବାସିନ୍ଦାଙ୍କ ବିରୋଧ

ଗଞ୍ଜାମ,୨୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୱାର୍ଡ ନ. ୬ ରାମାଲିଙ୍ଗେଶ୍ୱର ମନ୍ଦିର ପାର୍ଶ୍ୱରେ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ସାହି ବାସିନ୍ଦା ଜୋରଦାର ବିରୋଧ କରିଛନ୍ତି…

‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି

ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ କପିଳ…

ରବି ଶାସ୍ତ୍ରୀଙ୍କୁ ନେଇ ସାଂଘାତିକ କଥା କହିଲେ ଅଶ୍ୱିନ୍‌

କେପଟାଉନ୍‌,୨୨।୧୨: ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ଭାରତୀୟ ସ୍ପିନ୍‌ ବୋଲର୍‌ ଆର୍‌.ଅଶ୍ୱିନ୍‌। ରବି ଶାସ୍ତ୍ରୀଙ୍କ ଗୋଟିଏ ମନ୍ତବ୍ୟ ତାଙ୍କୁ ସମ୍ପୂର୍ଣ୍ଣ…