ଅଦିନିଆ ବର୍ଷାରେ ଗଜା ହେଲା ଧାନ, ଚିନ୍ତାରେ ଚାଷୀ

କୋକସରା,୧୫ା୧(ଡି.ଏନ୍‌.ଏ.): ଭିତ୍ତିଭୂମି ନାହିଁ, ଖୋଲା ଆକାଶ ତଳେ ପଡ଼ିରହିଛି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ। ଅଦିନିଆ ବର୍ଷା, ଶୀତ,…

ବିମାନରେ ଖାଦ୍ୟ, ସ୍ନାକ୍ସ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୧୫ା୧: ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବିମାନରେ ସ୍ନାକ୍ସ ଏବଂ ଭୋଜନ ପରିବେଷଣ ଉପରେ ଶନିବାର ନିଷେଧାଦେଶ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶନାମା ଦେଶର କୋଭିଡ୍‌-୧୯…

କୋର୍ଟରେ ମାମଲାର ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍‌-ରାଜକୁମାର ବ୍ୟବହାର କରିବା ନେଇ କେନ୍ଦ୍ର-ରାଜ୍ୟର ମତାମତ ଲୋଡ଼ାଗଲା…

ଜୟପୁର, ୧୫।୧ : ହାଇକୋର୍ଟ ଅବା ନିମ୍ନ କୋର୍ଟରେ କୌଣସି ମାମଲାରେ ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍‌-ରାଜକୁମାର ବ୍ୟବହାର କରି ହେବ କି ନାହିଁ ସେ…

୪ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଅଫିସରଙ୍କୁ ସ୍ତରରେ ପଦୋନ୍ନତି ଦେଇଛନ୍ତି। ୪ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ୧୯୯୧ ବ୍ୟାଚ୍‌ର  ଆଇଏଏସ୍‌…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ସ୍କ୍ବାଡ ପରିଚୟ ଦେଇ କରୁଥିଲେ ଲୁଟ୍‌ପାଟ

ବରଗଡ଼ ଅଫିସ,୧୫ା୧: ପୋଲିସ ସ୍କ୍ବାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ ଚଲାଇଥିବା ୨ ଅଭିଯୁକ୍ତଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ସଦର…

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୧୫, ୨୦୨୨)

ବିପଦଶଙ୍କୁଳ ଅବସ୍ଥାରେ କଟକ ମୁଖ୍ୟ ନର୍ଦ୍ଦମା ଜଳ ନିଷ୍କାସନ ଡ୍ରେନ   କଟକ ଏସସିବି ମେଡିକାଲ କଲେଜ ପରିସରରେ ଥିବା ଆହାର କେନ୍ଦ୍ରରେ ଭିଡ଼   ଭୁବନେଶ୍ଵର…

କ୍ରୋମ୍‌ ଅପଡେଟ୍‌ରେ କମ୍ପ୍ୟୁଟରରେ ଭାଇରସ ସହିତ ବ୍ଲାକ୍‌ମେଲିଂ ଆଶଙ୍କା…

ନୂଆଦିଲ୍ଲୀ, ୧୫।୧ : କମ୍ପ୍ୟୁଟର, ସ୍ମାର୍ଟଫୋନ କିମ୍ବା ଅନ୍ୟାନ୍ୟ ଡିଭାଇସରେ ଅପଡେଟ ଆସିବାକୁ ସକାରାତ୍ମକ ଭାବେ ଗ୍ରହଣ କରାଯାଇଥାଏ। ଏହା ଦ୍ୱାରା ଏହାର ସୁରକ୍ଷାସ୍ତର ଅପଡେଟ ହୋଇଥାଏ।…

ଗଛରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଅମ୍ବାଭୋନା,୧୫ା୧(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଡୁଙ୍ଗୁରୀ ଦେଚୁଆଁ ପାହାଡ଼ ମଧ୍ୟରେ ରହିଥିବା ମାତାବନ୍ଧ ନିକଟସ୍ଥ ଏକ ଗଛରୁ ଶନିବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହକୁ ପୋଲିସ…

କେବଳ ଏହି ଗୋଟିଏ କାରଣ ପାଇଁ ଆଇପିଏଲ୍‌ ନିଲାମ ପୂର୍ବରୁ ଓହରି ଯାଇଥିଲେ ଡି ଭିଲିୟର୍ସ, ଏବେ କହିଲେ…

ନୂଆଦିଲ୍ଲୀ,୧୫।୧: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏଥିସହ ସେ ଆଇପିଏଲ୍‌ ଖେଳିବେ ନାହିଁ ବୋଲି ମଧ୍ୟ…

କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍‌, ଜାଣନ୍ତୁ…

ବମ୍ବେ: ଷ୍ଟାରକିଡ୍‌ ସାରା ଅଲି ଖାନ୍‌, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା ଖାନ୍‌,…