ଶିଳ୍ପାଙ୍କ ସହ ଠୁମ୍‌କା ଲଗାଇଲେ ଶେହନାଜ

ମୁମ୍ବାଇ: ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ଏବେ ତାଙ୍କ ଟକ ଶୋ’ ‘ଶେପ ଅଫ ୟୁ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଇତିମଧ୍ୟରେ ଶିଳ୍ପାଙ୍କ ଶୋ’ରେ…

ବୀରମିତ୍ରପୁରରେ ବିଜେଡିର ବିଜୟ

ସୁନ୍ଦରଗଡ଼/କୁଆଁରମୁଣ୍ଡା, ୨୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ପୌର ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ବୀରମିତ୍ରପୁର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବୀରମିତ୍ରପୁର ପୌରପରିଷଦରେ ବିଜେଡି…

ବିଧାୟକ ଦଳଙ୍କ ବୈଠକରେ ଶିବପାଳଙ୍କୁ ଦିଆଯାଇନି ନିମନ୍ତ୍ରଣ

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସମାଜବାଦୀ ପାର୍ଟି(ଏସ୍‌ପି)ର ନବନିର୍ବାଚିତ ବିଧାୟକଙ୍କ ବୈଠକ ଶନିବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ…

ରଣପୁର ଦଖଲ କଲା ବିଜେଡି

ନୟାଗଡ଼ ଅଫିସ/ ରଣପୁର୨୬।୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍‌ଏସିରେ ବିଜେଡିର ଚେୟାରମ୍ୟାନ ପ୍ରାର୍ଥିନୀ ରଙ୍ଗୀନ ମହାନ୍ତି ୩୨୩ ଭୋଟରେ ବିଜୟୀ ହୋଇଛନ୍ତି। ରଙ୍ଗୀନ ମହାନ୍ତି ୪ ହଜାର…

ସମ୍ପତ୍ତି ତାଲିକାରେ ବଡ ବଡ ସେଲିବ୍ରିଟିଙ୍କୁ ବି ପଛରେ ପକାଇବେ ପ୍ରକାଶ ରାଜ

ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପ୍ରକାଶ ରାଜଙ୍କର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ନିଜର ଅଭିନୟ ମାଧ୍ୟମରେ ସେ ତିଆରି…

ଫୁଲବାଣୀରେ ଭାଜପା, ବାଲିଗୁଡା-ଜି.ଉଦୟଗିରିରେ ବିଜେଡି ହାତେଇଲା ଅଧ୍ୟକ୍ଷ ପଦ

ଫୁଲବାଣୀ ଅଫିସ୍‌/ଜି.ଉଦୟଗିରି(ଡି.ଏନ୍‌.ଏ.),୨୬ା୩: କନ୍ଧମାଳ ଜିଲାରେ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଏବଂ ବାଲିଗୁଡା ଏନ୍‌ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା…

ବିଜେପୁରରେ ବିଜେଡିର ବାଜିମାତ୍‌

ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ବିଜେପୁରରେ ବିଜେଡି ବାଜିମାତ କରିଛି। ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମାବତୀ…

ବରଗଡ଼ରେ କଳ୍ପନା ମାଝି ପୌରାଧ୍ୟକ୍ଷା

ବରଗଡ଼ ଅଫିସ,୨୬।୩: ବରଗଡ଼ ପୌର ପରିଷଦରେ ବିଜେଡିର କଳ୍ପନା ମାଝି ପୌରାଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ଅନୁରାଧା ଅଗ୍ରୱାଲଙ୍କୁ ୬୪୪୨ ଖଣ୍ଡ…

ବରପାଲି ଏନଏସିରେ ଅଧ୍ୟକ୍ଷ ପଦବୀ ହାତେଇଲେ ସ୍ବାଧିନ ପ୍ରାର୍ଥୀ

ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ବରପାଲି ଏନ୍‌ଏସି ଅଧ୍ୟକ୍ଷ ପଦବୀରେ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀର ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର…

ବିଜେଡି ଦଖଲ କଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ପଦ

କେସିଙ୍ଗା,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ବିଜୟୀ ହୋଇଛନ୍ତି।…