କାହାକୁ ଭୋଟ୍‌ ଦେଲେ ଏଜେଣ୍ଟଙ୍କୁ ଦେଖାଇବେ କାଉନ୍‌ସିଲର୍‌

ଭୁବନେଶ୍ୱର,୬।୪(ବ୍ୟୁରୋ): ଗୁରୁବାର ପୌର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ନିର୍ବାଚନ ବିଧି ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ବୁଧବାର ସବିଶେଷ ସୂଚନା ଦେଇଛନ୍ତି।…

୬୮ ଲକ୍ଷ ଟଙ୍କାର ବ୍ୟାଗ୍‌ ଧରି ଛୁ’

ଇସଲାମାବାଦ୍‌,୬।୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଏସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୭ ଜିଲାକୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହି ଜିଲାଗୁଡ଼କ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ,…

ପୁଷ୍ପଶ୍ରୀଙ୍କୁ ହରାଇଲେ ନିବେଦିତା

ଭଦ୍ରକ ଅଫିସ,୬।୪: ଧାମନଗର ଏନଏସି ନିର୍ବାଚନ ଲାଗି ବୁଧବାର ଭୋଟ ଗଣତି ଶେଷ ହୋଇଛି । ଏଥିରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି…

ଭାରତରେ ପ୍ରବେଶ କଲା କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’

ମୁମ୍ବାଇ,୬।୪: କରୋନା ଭୂତାଣୁ ‘ଏକ୍ସଇ’ ର ନୂଆ ଭାରିଆଣ୍ଟ ଭାରତରେ ମଧ୍ୟ ପ୍ରବେଶ କରିଛି। ଏହାର ସଂକ୍ରମଣର ପ୍ରଥମ ସଂକ୍ରମିତ ବୁଧବାର ମୁମ୍ବାଇରେ ଚିହ୍ନଟ ହୋଇଛି। ଏଠାରେ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ

ପୁରୀ ଅଫିସ,୬।୪: ବରିଷ୍ଠ ଆଇଏଏସ୍‌ ଅଫିସର ବୀର ବିକ୍ରମ ଯାଦବ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ…

କୋର୍ଟ ଚାଲାଣ ହେଲେ ରୋଷଘର ଭାଙ୍ଗିଥିବା ଅଭିଯୁକ୍ତ

ପୁରୀ ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ରଙ୍କୁ ଶ୍ରୀମନ୍ଦିର ରୋଷଘର ଭାଙ୍ଗିବା ଅଭିଯୋଗରେ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଜଗନ ପୁରୀ…

ପ୍ରତ୍ୟାହାର ହେଲା ରମଜାନ ପାଇଁ ମୁସଲିମ ଷ୍ଟାଫଙ୍କୁ ସାମୟିକ ବ୍ରେକ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୪: ରମଜାନ ମାସରେ ମୁସଲିମ କର୍ମକର୍ତ୍ତାଙ୍କୁ ପ୍ରତ୍ୟେକ ଦିନ ଦୁଇ ଘଣ୍ଟାର ବ୍ରେକ୍‌ ଦିଆଯିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛି ଦିଲ୍ଲୀ ଜଳ ବୋର୍ଡ(ଡିଜିବି)। ଏ ନେଇ…

ଚତୁର୍ଥ ଦିନରେ ବି ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଇସଲାମାବାଦ,୬ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଏବଂ ସଂସଦ ଭଙ୍ଗକୁ ନେଇ ପାକିସ୍ତାନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏକ…

ପରୀକ୍ଷା ଖାତାରେ ବି ‘ପୁଷ୍ପା’ ନିଶା: ଛାତ୍ର ଲେଖିଦେଲେ ଏମିତି

ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି। ରିଲିଜ ହେବା ପରଠାରୁ ଏହାର ଗୀତ ଏବଂ…