ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ

ଡାବୁଗାଁ,୭ା୨(ଡି.ଏନ୍‌.ଏ.)-  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍‌ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି। ବିଜେଡିର…

ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ରାମ ରହିମ୍‌ଙ୍କୁ ୨୧ ଦିନିଆ ପାରୋଲ…

ଚଣ୍ଡିଗଡ଼, ୭।୨ : ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ୨୧…

ପ୍ରାର୍ଥୀଙ୍କ ସହ ଗଡ଼ ସମ୍ଭାଳୁଛନ୍ତିି ବିଧାୟକ, ପୂର୍ବତନ ବିଧାୟକ

ନବରଙ୍ଗପୁର,୭ା୨(ବି.ପ୍ର.)- ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ।…

କୋହଳ ହେଲା ନିର୍ବାଚନୀ କଟକଣା

ଭୁବନେଶ୍ୱର,୭ା୨(ବ୍ୟୁରୋ): ଆଉ ଗୋଟିଏ ସପ୍ତାହ ପରେ ଆରମ୍ଭ ହୋଇଯିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର, ସଭା ସମିତି ପାଇଁ କଟକଣା…

କଲର ବେଲ୍ଟ ପ୍ରତିଯୋଗିତା

ଛତ୍ରପୁର,୭ା୨(ଡି.ଏନ୍‌.ଏ.) ଛତ୍ରପୁର କେଏମ୍‌ପି ସ୍ପୋଟର୍‌ସ ଏକାଡେମି ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରସ୍ଥ ଏକାଡେମିର ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ…

୩, ୪ନଂ ଜୋନ୍‌ରେ ପ୍ରଚାର ଜୋରଦାର

ଫୁଲବାଣୀ ଅଫିସ,୭ା୨: ଖଜୁରିପଡା ବ୍ଲକର ୩ ଏବଂ ୪ ନଂ ଜୋନରେ ରବିବାର ବିଜେଡି ପକ୍ଷରୁ ନିର୍ବାଚନୀ ବୈଠକ କରାଯାଇଛି ା ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜିଲା ପର୍ଯ୍ୟବେକ୍ଷକ…

ଆନ୍ତଃ ଜିଲା ସିନ୍ଧି ଚୋର ଦଳ ଗିରଫ

ଆସିକା,୭ା୨(ଡି.ଏନ୍‌.ଏ.): ଆସିକା ପୋଲିସ ରବିବାର ଆନ୍ତଃଜିଲା ସିନ୍ଧି ଚୋର ଦଳର ୫ଜଣଙ୍କୁ ଗିରଫ କରିଛି ା ସେମାନେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ମୁଶାଖାଇ…

ଗୋଲାପ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ, ୭ା୨: ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ସୋମବାରଠାର ରୋଜ୍‌ ଡେ ପାଳନ ହେବ। ପଶ୍ଚାତ୍ୟ ସଂସ୍କୃତି ଅନୁସାରେ ଏହି ଦିନ…

ଜଙ୍ଗଲରେ ନକଲି ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ଉପକଣ୍ଠ ମୋହଡା ପଞ୍ଚାୟତ ବୁରଗଁାରୁ ରବିବାର ଠାବ ହୋଇଛି ଆଉ ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି। ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ…

ଦୁଇ ଭାଇ ସରପଞ୍ଚ ପ୍ରାର୍ଥୀ

ପାରଳାଖେମୁଣ୍ଡି, ୭ା୨(ଡି.ଏନ୍‌.ଏ.) ଗଜପତି ଜିଲା ଗୁମ୍ମା ବ୍ଲକ ଭୁବନି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୨ ଭାଇଙ୍କ ସମେତ ମୋଟ ୮ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି…