ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ…

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଭାରତୀୟ ପର୍ଯ୍ୟଟକଙ୍କ ଜୀବନ

କାଠମାଣ୍ଡୁ,୨୬।୪: ନେପାଳର ଧାଡିଙ୍ଗ ଜିଲାରେ ବସ୍‌-କାର୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ୪ ଭାରତୀୟ ପର୍ଯ୍ୟଟକଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଠାକ୍‌ରେ ଅଞ୍ଚଳ ଅନ୍ତର୍ଗତ…

ୟୁକ୍ରେନର ୫ ରେଲୱେ ଷ୍ଟେଶନ ଉପରେ ରୁଷିଆର ଆକ୍ରମଣ: ଶହ ଶହ ଲୋକଙ୍କ ମୃତ୍ୟୁ ଆଶଙ୍କା

କ୍ୱିଭ,୨୬ ।୪: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ କମ୍ ହେବା ଲକ୍ଷ୍ୟ କରାଯାଉ ନାହିଁ । ସୋମବାର ରୁଷିଆ ସେନା ୟୁକ୍ରେନ୍‌ର ପ୍ରାୟ ୫ଟି ରେଲୱେ ଷ୍ଟେଶନ…

ସାଂଘାଇରେ ବେକାବୁ ହେଲାଣି କରୋନା, ଗୋଟିଏ ଦିନରେ ୫୨ ଜଣଙ୍କ ମୃତ୍ୟୁ

ବେଜିଂ,୨୬ ।୪: କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଫେରିଲାଣି ମହାମାରୀ । ସାଂଘାଇରେ ପରିସ୍ଥିତି ଅଣାୟତ ହେବାକୁ ଯାଉଛି । ସମାଚାର ଏଜେନ୍ସି ସିହ୍ନୁଆର ରିପୋର୍ଟ…

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁ ବଲିଉଡର ଜଣେ ଆଗଧାଡିର କଳାକାରଙ୍କ ମଧ୍ୟରୁ ଅନ୍ୟତମ । ବଲିଉଡର ଏହି ବାଦଶାହାଙ୍କୁ ୨୦୧୮ ପରଠାରୁ ଆଉ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିନାହିଁ…

ଅଳିଆ ଗଦାରେ ଲାଗିଲା ନିଆଁ: ଲିଭାଇବାକୁ ପହଞ୍ଚିଲା ୩୫ ଦମକଳ ଗାଡି

ନୂଆଦିଲ୍ଲୀ,୨୬ ।୪: ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମର ମାନେସର ଅଞ୍ଚରେ ସୋମବାର ବିଳମ୍ବିତ ରାତିରେ ଅଳିଆ ଗଦାରେ ଭିଷଣ ନିଆଁ ଲାଗିଯାଇଥିଲା । ସେକ୍ଟର- ୬…

୩ଟି ବଡ଼ ସଫଳତା ହାସଲ କଲେ ଶିଖର ଧାୱନ

ମୁମ୍ବାଇ,୨୬।୪: ଆଇପିଏଲ ୨୦୨୨ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ଓପନର୍‌ ଶିଖର ଧାୱନ  ୩ଟି ବଡ଼ ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ୩୬ ବର୍ଷୀୟ ଧାୱନ…

ପାକିସ୍ତାନ ଫେରିବେ ନୱାଜ: ଜାରି ହେଲା ୧୦ ବର୍ଷ ପାଇଁ ପାସପୋର୍ଟ

ଇସଲାମାବାଦ,୨୬ ।୪: ଇମ୍ରାନ ଖାଁଙ୍କୁ ଗାଦିଚ୍ୟୁତ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ଶହବାଜ ଶରିଫ ଯେଉଁ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ତାହା…

୨୮ ବର୍ଷ ସାନ ଯୁବତୀଙ୍କୁ ବିବାହ କରିବେ ୬୬ ବର୍ଷୀୟ କ୍ରିକେଟର୍‌

କୋଲକତା,୨୬।୪:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ତାଙ୍କର ଭାବି ସ୍ତ୍ରୀ ବୁଲବୁଲ ସାହାଙ୍କୁ…