ଶପଥ ନେଲେ ସୁପ୍ରିମକୋର୍ଟର ୨ ବିଚାରପତି

ନୂଆଦିଲ୍ଲୀ,୯।୫: ସୁପ୍ରିମକୋର୍ଟର ନବନିଯୁକ୍ତି ୨ ବିଚାରପତି ଜଷ୍ଟିସ ସୁଧାଂଶୁ ଧୁଲିଆ ଏବଂ ଜାମସେଦ ବି ପର୍ଡିଓ୍ବାଲା ସୋମବାର ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କୁ ମିଶାଇ ସର୍ବୋଚ୍ଚ ଅଦାଲତର…

ରିଲିଜକୁ ୪ ସପ୍ତାହ ପରେ ବି କମିନି କେଜିଏଫ୍‌ -୨ କ୍ରେଜ୍‌

ଫିଲ୍ମ କେଜିଏଫ୍‌ -୨ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହିଛି। ଫିଲ୍ମ ରିଲିଜକୁ ୪ ସପ୍ତାହ ହୋଇଥିଲେ ସୁଦ୍ଧା ଏହାର କ୍ରେଜ୍‌ କମି ନାହିଁ। ଫିଲ୍ମଟି ୧୦୦ କୋଟି,…

‘ଆଦିପୁରୁଷ’ ପରେ ହରର୍‌ ଫିଲ୍ମରେ ନଜର ଆସିବେ ପ୍ରଭାସ

ସୁପରଷ୍ଟାର ପ୍ରଭାସ ସାଉଥ୍‌ ଫିଲ୍ମର ଜଣେ ଜଣାଶୁଣା ଅଭିନେତା। ‘ବାହୁବଳୀ’ପରେ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ ଲାଗୁଛି। ‘ଆଦିପୁରୁଷ’ ପରେ ପ୍ରଭାସ ଅନ୍ୟ ଏକ ଫିଲ୍ମ…

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ

ମୁମ୍ବାଇ,୯।୫: ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ରୁ ବାଦ ପଡି ମୁମ୍ବାଇ ଇଣ୍ଡିଆନ୍ସ ନିଜର ୧୧ତମ ମ୍ୟାଚ୍‌ ଖେଳିବ। ମୁମ୍ବାଇ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଜି…

ଏୟାରଲିଫ୍ଟ ହେଲେ ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରୁ ୧୧ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଫସି…

ରାଜ୍ୟରୁ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭ କୋଭିଡ଼ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୨ଲକ୍ଷ ୭୮ ହଜାର ୮୭୭ ଜଣ…

ଗଭୀର ସମୁଦ୍ରରେ ଫସି ରହିଛନ୍ତି ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଅଶାନ୍ତ ସମୁଦ୍ରରେ ଫସିରହିଛନ୍ତି ୧୧ ମତ୍ସ୍ୟଜୀବୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରେ। ସୂଚନାଯୋଗ୍ୟ, ୧୧…

ଗିରଫ ହେବେ ମାଲାୟାଲମ ଅଭିନେତା

ଯୌନ ନିର୍ଯାତନା ଅଭିଯୋଗରେ ମାଲାୟାଲମ ଅଭିନେତା ବିଜୟ ବାବୁ ଗିରଫ ହେବେ । ଏର୍ଣ୍ଣାକୁଲମର ଏକ ଲୋକାଲ କୋର୍ଟ ଅଭିଯୁକ୍ତ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି…

ରୁଷିଆର ୨୫ ଶହରୁ ଅଧିକ ସେନାଙ୍କୁ ନିହତ କଲାଣି ୟୁକ୍ରେନ୍‌!

କ୍ୱିଭ,୯ ।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସରୁ ଅଧିକ ସମୟ ହୋଇଥିଲେ ବି ଅନୁମାନ କରାଯାଉଥିଲା ରୁଷିଆ ମେ’ ୯ରେ ଯୁଦ୍ଧ ସମାପ୍ତି ଘୋଷଣା କରିବ ।…

ଆମ୍ବୁଲାନ୍ସରେ ନେଉଥିଲେ ଗଞ୍ଜେଇ

ଫୁଲବାଣୀ ଅଫିସ,୯।୫: ଗଞ୍ଜେଇ ଚାଲାଣର ନୂଆ ଉପାୟ। ଆମ୍ବୁଲାନ୍ସରେ ହେଉଥିଲା ଚାଲାଣ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲା ଫୁଲବାଣୀରେ। ଖବରପାଇ ଅବକାରୀ ଟିମ୍‌ ଖଜୁରୀପଡା ବ୍ଲକ…