ଏଏସ୍‌ଆଇ ଅନୁମତି ଦେଇନି

ପୁରୀ ଅଫିସ,୧୦।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲାଗି ରହିଥିବା ବିବାଦ ସୋମବାର ନୂଆ ମୋଡ଼ ନେଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଅନୁମତି ଅନୁସାରେ ପ୍ରକଳ୍ପ…

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ ଭାରତୀୟ…

ଘୋଷଣା ହେଲା ପୁଲିତ୍‌ଜର ପୁରସ୍କାର, ସାମିଲ ଅଛନ୍ତି ତିନି ଭାରତୀୟ ଖବରଦାତା

ୱାଶିଂଟନ,୧୦ ।୫: ଚଳିତ ବର୍ଷ ଅର୍ଥାତ୍ ୨୦୨୨ ପାଇଁ ପୁଲିତ୍‌ଜର ପୁରସ୍କାର ଘୋଷଣା କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ଏହି ସର୍ବୋଚ୍ଚ ପୁରସ୍କାର ପାଇବାରେ ୩…

ବାତ୍ୟା ପ୍ରଭାବ ନାହିଁ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାସୁଦ୍ଧା ପୁରୀଠାରୁ ଦକ୍ଷିଣ ଦିଗରେ ଏହା ୫୯୦ କି.ମି. ଦୂର ଏବଂ ବିଶାଖାପାଟଣାଠାରୁ…

ଇଣ୍ଟେଲିଜେନ୍ସ ଅଫିସ୍‌ରେ ବିସ୍ଫୋରଣ: ପଞ୍ଜାବରେ ହାଇଆଲର୍ଟ

ମୋହାଲି,୧୦।୫: ପଞ୍ଜାବର ମୋହାଲିରେ ସୋମବାର ବିଳମ୍ବିତ ରାତିରେ ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ୟୁନିଟର ମୁଖ୍ୟାଳୟ ଭବନରେ ରକେଟ ଆକ୍ରମଣ ହୋଇଥିଲା। ଏହା ଏତେ ଭୟଙ୍କର ବିସ୍ଫୋରଣ ଥିଲା…

ବୁମ୍‌ରାଙ୍କୁ ୫ ଉଇକେଟ୍‌ ସଫଳତା

ମୁମ୍ବାଇ, ୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥରପାଇଁ ୫ ଉଇକେଟ୍‌ ସଫଳତା ପାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା। ତାଙ୍କ…

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ସୂର୍ଯ୍ୟକୁମାର

ମୁମ୍ବାଇ,୯।୫: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟା ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଗତ ୬ ତାରିଖରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ…

ବିବାହ ଫସର ଫାଟିଲା: ବରବେଶରେ ଗିରଫ ହେଲେ ବଳାତ୍କାର ଅଭିଯୁକ୍ତ

ବରଗଡ଼ ଅଫିସ୍‌,୯।୫: ବରଗଡ଼ ଜିଲା ଭଟଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ଗଭର୍ବତୀ କରିବା ଅଭିଯୋଗରେ ଗତ ୨୦୧୭ ମସିହାରୁ ଫେରାର ଥିବା ଅଭିଯୁକ୍ତଙ୍କୁ…

ମୁମ୍ବାଇ ଆଗରେ ୧୬୬ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୯।୫: ଆଇପିଏଲ-୨୦୨୨ର ୫୬ତମ ମ୍ୟାଚ୍‌ରେ ମୁମ୍ବାଇ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍‌ ରାଇଡର୍ସ ।ଏହି ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ଟସ୍‌ ଜିତି…

ଓଡ଼ିଶା: ଆଜିର ଫଟୋ (ମେ ୯, ୨୦୨୨)

କଟକ ଯୋବ୍ରା ଆନିକଟ ମହାନଦୀ ନିକଟରେ ସୁଦୃଶ୍ୟ ବାଦଲ ରାଜଧାନୀ ଆକାଶରେ ଘନ ମେଘ ଦେଖାଯିବା ପରେ ସୋମବାର ଅପରାହ୍ନରେ ହଠାତ୍ ବର୍ଷା ଯୋଗୁ ଲୋକେ ବର୍ଷାରେ ଭିଜି…