୫ମ ଦିନ ସୁଦ୍ଧା ୧.୭୯ ଗୁଣା ସବ୍‌ସ୍କ୍ରିପ୍ସନ୍‌

ନୂଆଦିଲ୍ଲୀ,୯।୫: ଛୁଟିଦିନଗୁଡ଼ିକରେ ମଧ୍ୟ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)କୁ ନିବେଶକଙ୍କର ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି। ଓପନ୍‌ ହେବାର ୫ମ ଦିନ…

ଝରକା ଗ୍ରୀଲ୍‌ ତାଡ଼ି ଲୁଟିନେଲେ ସୁନା ଅଳଙ୍କାର

ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଇଁସିରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରର ଝରକା ଗ୍ରୀଲ ତାଡ଼ି ଘର ଭିତରେ ପଶି ଆଲମୀରା…

ସାଇବର ଠକେଇର ଶିକାର ହେଲେ ଯୁବକ

ପାଟଣା,୯।୫(ସ୍ବ. ପ୍ର.): ସୋସିଆଲ ମିଡିଆ ସାଇବର ଠକଙ୍କ ପାଦୁର୍ଭାବ ଦିନ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକ ମାନେ ଲୋନ ଆପ୍‌ରେ ଲୋକଙ୍କୁ ଟଙ୍କା ଦେଇ ପରବର୍ତ୍ତୀ…

ୟୁକ୍ରେନ୍‌ ବ୍ରହ୍ମାସ୍ତ୍ର ମାଡ଼ରେ ରୁଷିଆ ଯୁଦ୍ଧପୋତ ଜଳିଗଲା…

କ୍ୱିଭ୍‌, ୯।୫ : ଗତ ୭୪ ଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ୟୁକ୍ରେନ ଦାବି କରିଛି ଯେ କୃଷ୍ଣସାଗରରେ ଆଉ ଏକ ରୁଷିଆ ଯୁଦ୍ଧପୋତକୁ ଯୁଦ୍ଧ…

ଦିବ୍ୟାଙ୍ଗ ପିଲାଟିକୁ ବିମାନରେ ଯାତ୍ରା କରିବାକୁ ମିଳିଲାନି ଅନୁମତି

ରାଞ୍ଚି,୯।୫: ଝାଡଖଣ୍ଡର ରାଞ୍ଚି ବିମାନବନ୍ଦରରେ ଏକ ଅମାନବୀୟ ଘଟଣା ଘଟିଛି। ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀମାନେ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ବସିବାକୁ ଅନୁମତି ଦେଇନାହାନ୍ତି। ଏହି ଘଟଣା…

୫ ଥର ଆବେଦନ ପରେ ବି ମିଳିଲାନି ଭତ୍ତା

ଖଇରା,୯।୫(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ଅଧୀନ ଶାଳଗଡ଼ିଆ ପାଇକସାହି ଗ୍ରାମର ଭାମା ନାଇକଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ୬…

ଟ୍ରକ୍‌ ପରେ ଏବେ ଟ୍ରେନ୍‌

ଯୋଡ଼ା, ୯।୫ (ଡି.ଏନ.ଏ.): ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ୨୦୦୯ ଖଣି ଦୁର୍ନୀତି। ଏହାକୁ ରୋକିବା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଭାରତ ଛାଡ଼ିପାରେ ଟେସ୍‌ଲା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସରକାରଙ୍କ ସର୍ତ୍ତାବଳୀଗୁଡିକୁ ନେଇ ଟେସ୍ଲା ସିଇଓ ଏଲନ୍‌ ମସ୍କ ଅସନ୍ତୁଷ୍ଟ ଅଛନ୍ତି। ଏପରିକି ସେ ଭାରତ ବଜାର ଉପରୁ ନଜର ହଟାଇ ଅନ୍ୟ ଦେଶର…

ଦାଉଦ୍‌ଙ୍କ ସହଯୋଗୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ…

ମୁମ୍ବାଇ, ୯।୫ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଅଣ୍ଡରୱାଲର୍‌ଡ ଡନ ଡାଉଦ୍‌ ଇବ୍ରାହିମଙ୍କ ସହଯୋଗୀଙ୍କ ଉପରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ୍‌ଆଇଏ…

ପଥିକଙ୍କୁ ବିଭ୍ରାନ୍ତ କରୁଛି ସୂଚନାଫଳକ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ରାସ୍ତାରେ ଲାଗିଥିବା ସୂଚନାଫଳକରେ ସ୍ଥାନର ନାମ ସହ ଦୂରତା ଭୁଲ୍‌ ଲେଖାଥିବା…