ବରପାଲି ଏନଏସିରେ ଅଧ୍ୟକ୍ଷ ପଦବୀ ହାତେଇଲେ ସ୍ବାଧିନ ପ୍ରାର୍ଥୀ

ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ବରପାଲି ଏନ୍‌ଏସି ଅଧ୍ୟକ୍ଷ ପଦବୀରେ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀର ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର…

ବିଜେଡି ଦଖଲ କଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ପଦ

କେସିଙ୍ଗା,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ବିଜୟୀ ହୋଇଛନ୍ତି।…

ରାଜନୈତିକ ହିଂସା: ଭୋଟ ଗଣତି ପୂର୍ବରୁ ଜାଳିଦେଲେ କାର

ବ୍ରହ୍ମପୁର ଅଫିସ,୨୬।୩: ପୁଣିଥରେ ପୌର ନର୍ବାଚନକୁ ନେଇ ବ୍ରହ୍ମପୁରରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲିରେ ଭାଜପା ପ୍ରାର୍ଥୀଙ୍କ ଘର ସମ୍ମୁଖରେ ଥିବା…

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗଡ଼ରେ ଫୁଟିଲା ପଦ୍ମ

ଜୁନାଗଡ଼,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ଭାବେ ଭାଜପା ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ମହେଶ ସାହୁଙ୍କୁ…

୫ବର୍ଷରେ ୨୦ଲକ୍ଷ ଲୋକଙ୍କୁ ଚାକିରି ଦେବୁ: ସିସୋଡିଆ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଶନିବାର ଦିଲ୍ଲୀ ବିଧାନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ଭବିଷ୍ୟତର ଦିଲ୍ଲୀର ଏକ ଚିତ୍ର ଏହି ବଜେଟରେ ଦେଖିବାକୁ ମିଳିଛି।…

ରାଜଧାନୀରେ ଏହି ୩ ଓ୍ବାର୍ଡରେ ବିଜେଡି ଆଗୁଆ

ଭୁବନେଶ୍ୱର,୨୬।୩:(ବ୍ୟୁରୋ): ରାଜଧାନୀରେ ୨ ଘଣ୍ଟା ବିଳମ୍ବରେ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡରେ ଓ୍ବାର୍ଡ ନଂ- ୧ରୁ ୭, ୨୩ରୁ ୨୭, ୩୫ରୁ ୪୧ ଏବଂ ୫୧ରୁ…

ନୟାଗଡ଼ରେ ୧୬ରୁ ୧୬ ହାତେଇଲା ବିଜେଡ଼ି

ନୟାଗଡ଼ ଅଫିସ,୨୬।୩: ନୟାଗଡ଼ରେ ପୌର ନିର୍ବାଚନ ଫଳାଫଳ ଆସିଥିବା ବେଳେ ୧୬ରୁ ୧୬ଟି ଆସନ ହାତେଇଛି ବିଜେଡି। ନୟାଗଡ଼ ମ୍ୟୁନିସିପାଲଟିର ୧୬ଟି ଓ୍ବାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ…

ପ୍ରଥମ କ୍ୟାବିନେଟ ବୈଠକରେ ଯୋଗୀଙ୍କ ବଡ଼ ନିଷ୍ପତ୍ତି: ୩ମାସ ଯାଏ ବଢ଼ିଲା ରାଶନ ଯୋଜନା

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ପୁଣି ଥରେ ଶାସନ ଭାର ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୁଡରେ ଆସିଯାଇଛନ୍ତି। ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ…

୭୩ ଆସନରେ ବିଜେଡି ଆଗୁଆ, କଟକରେ କଂଗ୍ରେସ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ପୌର ନିର୍ବାଚନ ଭୋଟ ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଥିବା ବେଳେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍‌ଏସି, ପୌରାଅଞ୍ଚଳରେ ବିଜେଡି ଆଗରେ…

୨ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର,୨୬।୩:(ବ୍ୟୁରୋ): ଆଜି ଆସିବ ପୌର ଫଳାଫଳ। ତେବେ ସକାଳ ୮ଟାରୁ ମହାନଗର ନିଗମ ଓ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଯାଇଛି। ତେବେ ଭୁବନେଶ୍ୱର ଗତକାଲି ଗଣ୍ଡଗୋଳ ପାଇଁ…