ସୋନୁ ସୁଦଙ୍କୁ ବିୟର ମାଗିଲେ ଜଣେ ବ୍ୟକ୍ତି, ଜବାବରେ ମିଳିଲା…

ବଲିଉଡ୍‌ ଅଭିନେତା ସୋନୁ ସୁଦ ତାଙ୍କର ଉଦାରତା ପାଇଁ ସାରା ଦେଶରେ ପ୍ରସିଦ୍ଧ। ସେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ।…

ସଚିବଙ୍କୁ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶନାମା ବିଷୟରେ ସମସ୍ତ ସଚିବଙ୍କୁ କ୍ୟାବିନେଟ ସଚିବ ରାଜୀବ ଗୌବା ଏକ ଚିଠି ଲେଖିଛନ୍ତି।…

ପରୀକ୍ଷାରେ ‘ଖେଲ ହବେ’ ଲେଖିଲେ କାର୍ଯ୍ୟାନୁଷ୍ଠାନ

କୋଲକାତା,୭।୪: ପଶ୍ଚିମବଙ୍ଗ ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ଛାତ୍ରୀଛାତ୍ର ତାଙ୍କ ଉତ୍ତର ଖାତାରେ ଲୋକପ୍ରିୟ ରାଜନୈତିକ ସ୍ଲୋଗାନ ‘ଖେଲ ହବେ’ ଲେଖିଥିବା ଘଟଣା ସାମ୍ନାକୁ ଆସିଛି।…

ରାଗିଗଲେ ରୋହିତ ଶର୍ମା, କହିଦେଲେ ଏମିତି କଥା

ପୁଣେ,୭।୪: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ଆରପିଏଲ୍‌ ଭଲ ଚାଲିନାହିଁ। ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ ପରାଜୟବରଣ…

ପୁଣି ବଢ଼ିଲା ସିଏନ୍‌ଜି ଦର, ୬ ଦିନରେ ୩ ଥର…

ନୂଆଦିଲ୍ଲୀ,୭।୪: ଦୈନିକ ବଢ଼ିବାରେ ଲାଗିଲାଣି ସିଏନ୍‌ଜି ଦର। ବୁଧବାର ଭଳି ଗୁରୁବାର ଦିଲ୍ଲୀରେ ସିଏନ୍‌ଜିର କେଜି ପିଛା ଦାମ ୨.୫ ଟଙ୍କା ମହଙ୍ଗା ହୋଇଛି। ଚଳିତ ମାସରେ…

ଗୋଟିଏ ଓଭରରେ ୩୫ ରନ୍‌: ରାହୁଲଙ୍କ ସମକକ୍ଷ ହେଲେ କୁମିନ୍ସ

ପୁଣେ,୭।୪: ଆଇପିଏଲ ୨୦୨୨ର ୧୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କେକେଆର୍‌ ୫ ଉଇକେଟରେ ଜିତିଛି। ଏମସିଏସ…

ଚାଇନା ହ୍ୟାକରଙ୍କ ଟାର୍ଗେଟରେ ଭାରତୀୟ ପାଓ୍ବାର ଗ୍ରୀଡ୍‌…

ନୂଆଦିଲ୍ଲୀ, ୭।୪ : ଭାରତୀୟ ପାଓ୍ବାର ଗ୍ରୀଡ୍‌କୁ ଚାଇନା ହ୍ୟାକର ଟାର୍ଗେଟ କରିଛନ୍ତି। ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଦେଶର ୭ଟି ପାଓ୍ବାର ଗ୍ରୀଡ୍‌ ଉପରେ…

ରାଜ୍ୟରେ ୨୦୮ ଆକ୍ଟିଭ୍‌ କେସ୍‌, ଆଜି ଚିହ୍ନଟ ହେଲେ ୨୮ ଆକ୍ରାନ୍ତ

ଭୁବନେଶ୍ୱର,୭।୪(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭ଜଣ ଥିବା ବେଳେ ୧୧ ଲୋକାଲ କେସ୍‌…

ୟୁକ୍ରେନ୍‌ ବି ଜିତିପାରେ ଯୁ୍‌ଦ୍ଧ, ରୁଷିଆ ଯୋଜନା ହେଉଛି ଅସଫଳ, କହିଲା ଆମେରିକା…

ଓ୍ବାଶିଂଟନ, ୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୩ ଦିନ ବିତିଛି। ୟୁକ୍ରେନର ମାରିଅପୋଲ ସହର ଧ୍ୱଂସ ହୋଇ ଯାଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା…

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ; ସକାଳ ୧୦ରୁ ହେବ ନାମାଙ୍କନ ଦାଖଲ

ଭୁବନେଶ୍ୱର,୭।୪(ବ୍ୟୁରୋ): ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ଗୁରୁବାର ନିର୍ବାଚନ ହେବ। ଏଥିସହିତ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ମଧ୍ୟ ଭୋଟ ହେବ।…