ବାରବାଟୀ ମ୍ୟାଚ୍‌: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ): କଟକ ବାରବାଟୀରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ ଆରମ୍ଭ ହେବାର ସଙ୍କେତ ଦେବା…

ମା’ ହେଲେ ଅଭିନେତ୍ରୀ

ଅଭିନେତ୍ରୀ ପ୍ରଣିଥା ସୁବାସ ମା’ହେଇଛନ୍ତି। ସେ ଏକ କନ୍ୟାନଙ୍କୁ ଜନ୍ମ ଦେଇଛନ୍ତି। ଯାହାର ଫାଷ୍ଟ ଲୁକ ସେ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେ…

ରାଞ୍ଚିରେ ଇଣ୍ଟରନେଟ ସେବା ବନ୍ଦ, ୧୪୪ ଧାରା ଲାଗୁ

ରାଞ୍ଚି,୧୧।୬: ଝାଡ଼ଖଣ୍ଡର ରାଞ୍ଚିରେ ଶୁକ୍ରବାର ଦେଖାଦେଇଥିବା ହିଂସା ପ୍ରଦର୍ଶନ ପରେ ସହରରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଜିଲା ପ୍ରଶାସନ…

ଓଏଲ୍‌ଏକ୍ସରେ ମିଳୁଛି ବାରବାଟୀ ଟିକେଟ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରବିବାର ବାଟବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ କିଛି ଦଲାଲ…

ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କଲେ ଆକ୍ରମଣ କରିବ ଚାଇନା

ବେଜିଂ,୧୧।୬: ଯଦି ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କରେ ତେବେ ଚାଇନା ଆକ୍ରମଣ କରିବାରେ ପଛଘୁଞ୍ଚା ଦେବ ନାହିଁ ବୋଲି ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକାକୁ ଶୁକ୍ରବାର…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଶ୍ୱସ୍ତିକର ଖବର ଆସିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବର ସମ୍ଭାବନା…

ସମୁଦ୍ରର ୪୫କି.ମି ଗଭୀରରୁ ଠାବ ହେଲା ରୟାଲ୍‌ ଓ୍ବାରସିପ୍‌ ଜାହାଜ

ଲଣ୍ଡନ,୧୧।୬: ଇଂଲଣ୍ଡର ଏକ ରାଜକୀୟ ଯୁଦ୍ଧ ଜାହାଜ ଶୁକବ୍ରାର ଠାବ କରାଯାଇଛି। ଯାହା ବ୍ରିଟେନର ପୂର୍ବତଟରେ ୩୦୦ ବର୍ଷ ପୂର୍ବେ ବୁଡ଼ିଯାଇଥିବା ବେଳେ ଶୁକ୍ରବାର ସମୁଦ୍ରବୁଡ଼ାଳିଙ୍କ ଦ୍ୱାରା…

୨୪ ଘଣ୍ଟାରେ ୮ ହଜାର ଛୁଇଁଲା ସଂକ୍ରମଣ

ନୂଆଦିଲ୍ଲୀ,୧୧।୬: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୨୯ ଜଣ ପଜିଟଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ…

ପୁଣି ଧରାପଡ଼ିଲା ଧଳାଜହର

ଢେଙ୍କାନାଳ ଅଫିସ, ୧୧।୬ ଢେଙ୍କାନାଳ ଜିଲାରେ ବ୍ରାଉନ୍‌ସୁଗାର ର଼୍ୟାକେଟ୍‌ ସକ୍ରିୟ ହୋଇଉଠିଛି। ସହରସ୍ଥିତ ରାମେଶ୍ୱରପୁର ରେଳଧାରଣା ପାର୍ଶ୍ୱରେ ଥିବା ଏକ ସିମେଣ୍ଟ ଗୋଦାମ ନିକଟରୁ ଶୁକ୍ରବାର ଟାଉନ…

ଭାରିଯାନ ବଢ଼ାଉଛି ପ୍ରଦୂଷଣ

ଭୁବନ, ୧୧।୬(ଡି.ଏନ୍‌.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକ କାନଖାଇ ଗ୍ରାମଦେଇ ଦୈନିକ ଶତାଧିକ କ୍ରୋମାଇଟ୍‌ ବୋଝେଇ ଭାରିଯାନ ଚଳାଚଳ କରୁଛି। ଫଳରେ ପ୍ରଦୂଷଣ ଏବଂ ଦୁର୍ଘଟଣା ବଢୁଛି।…