୨.୯୪ ଲକ୍ଷ କୋଟି ଟଙ୍କାର ସବ୍‌ସିଡି

ନୂଆଦିଲ୍ଲୀ,୧୪।୪: ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଏବଂ ରାଜ୍ୟଗୁଡ଼ିକୁ ଖାଦ୍ୟ ସବ୍‌ସିଡି ଆକାରରେ ୨,୯୪,୭୧୮କୋଟି ଟଙ୍କା ଜାରି କରାଯାଇଛି। ୨୦୨୧-୨୨ ଆର୍ଥିକ…

ଇଭି ଚାର୍ଜିଂ କରିଡର ନିର୍ମାଣ କରିବ ବିପିସିଏଲ୍‌

ନୂଆଦିଲ୍ଲୀ, ୧୪।୪:  ଦେଶର ୧ଶହ ବ୍ୟସ୍ତବହୁଳ ଜାତୀୟ ରାଜପଥରେ ୧୦୦ଟି ଫାଷ୍ଟ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) କରିଡର ନିର୍ମାଣ ସମ୍ପର୍କରେ ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ୍‌ ମାର୍କେଟିଂ କମ୍ପାନୀ ଭାରତ ପେଟ୍ରୋଲିୟମ୍‌…

ମସ୍କଙ୍କ ବିରୋଧରେ କୋର୍ଟରେ ମାମଲା

ନୂଆଦିଲ୍ଲୀ, ୧୪।୪: ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କ ନାଁରେ ଆମେରିକାର ଏକ କୋର୍ଟରେ ମାମଲା ଦାୟର କରାଯାଇଛି। ଟୁଇଟରରେ ନିଜ ଶେୟାର କ୍ରୟ କରିଥିବା ସମ୍ପର୍କରେ ଜାଣିଶୁଣି…

ପୁଣି ସପ୍ତାହେ ପରେ ମନେ ପକାଇଦେବି: ଅପରାଜିତା

ଭୁବନେଶ୍ୱର,୧୪।୪(ବ୍ୟୁରୋ) : ରାଜଧାନୀ ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହକୁ ଏମ୍‌ପି ଅପରାଜିତା ଷଡଙ୍ଗୀକୁ ଡକା ନଯିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଘଟଣାକୁ…

ରାଜ୍ୟବାସୀଙ୍କୁ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଗୁରୁବାର ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଭିଡିଓ ଟୁଇଟ୍‌ କରି…

ଟିକଟ କିଣିବା ପରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଲୋକାର୍ପିତ କଲେ ମୋଦି…

ନୂଆଦିଲ୍ଲୀ, ୧୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ମେଟ୍ରୋ ଷ୍ଟେଶନ ନିକଟରେ ଲୋକ କଲ୍ୟାଣ ମାର୍ଗଠାରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଲୋକାର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ…

ଆଖଣ୍ଡଳମଣିଙ୍କ ପୀଠରେ ଶୀତଳ ଉପଚାର ନୀତି, ଗୋପାଳଙ୍କ ଜଳଲାଗି ଆରମ୍ଭ

ଆରଡି, ୧୪ା୪(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପଣା ସଂକ୍ରାନ୍ତିଠାରୁ ଶୀତଳ ଉପଚାର ନୀତି ଆରମ୍ଭ ହୋଇଛି । ଏହା ଏକମାସ…

ଶୋଇଥିବା ବେଳେ ଶାବଳ ଭୁଷି ୭୫ ବର୍ଷର ବୃଦ୍ଧଙ୍କୁ ମାରିଦେଲେ

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ବଡପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ…

ଆମେରିକା ରିପୋର୍ଟ ନେଇ ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ, ୧୪।୪ : ଆମେରିକାର ବୈଦେଶିକ ବିଭାଗ ମାନବ ଅଧିକାର ରିପୋର୍ଟ-୨୦୨୧ପ୍ରକାଶ କରିଛି। ଏହି ରିପୋର୍ଟରେ ଭାରତରେ ମନଇଚ୍ଛା ଗିରଫ, ହାଜତ ମୃତ୍ୟୁ, ଧାର୍ମିକ ହିଂସା, ବାକ୍‌…

୩ ଦିନିଆ ରିମାଣ୍ଡରେ ଶିବ; କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିପାରେ ପୋଲିସ

ମାହାଙ୍ଗା/ସାଲେପୁର,୧୨।୪(ଡି.ଏନ୍‌.ଏ.): ରିମାଣ୍ଡରେ ଯିବେ କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଘଟିଥିବା ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ସାହୁ । ଗୁରୁବାରଠାରୁ ଶିବଙ୍କୁ…