ଇଂଲଣ୍ଡ ଦଳରେ ଯାଆଁଳା ଭାଇ

ହେଡିଂଲେ,୧୬।୬: ଲିଡ୍ସଠାରେ ୨୩ରୁ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳରେ ପରିବର୍ତ୍ତନ କରାଯାଇଛି। ଦଳରେ ସ୍ଥାନ ପାଇଛନ୍ତି ସରେ ପେସର ଜେମି…

ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଦୂତୀ, ଶ୍ରାବଣୀ

ନୂଆଦିଲ୍ଲୀ,୧୬।୬: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଆଥ୍‌ଲେଟିକ୍ସ ଫେଡେରେଶନ (ଏଏଫ୍‌ଆଇ) ପକ୍ଷରୁ ଗୁରୁବାର ୩୭ ଜଣିଆ ଭାରତୀୟ ଆଥ୍‌ଲେଟ୍‌ ଦଳ ଘୋଷଣା କରାଯାଇଛି। ଅଲିମ୍ପିକ୍‌ ଚାମ୍ପିୟନ…

ପ୍ରେମିକାଙ୍କ ଘର ପଛରୁ ମିଳିଲା ପ୍ରେମିକଙ୍କ ମୃତଦେହ

ସମ୍ବଲପୁର,୧୬ା୬(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜୁନ ୧୯ରେ ବିବାହ ସ୍ଥିର ହୋଇଥିବା ବେଳେ ଏହାର ଦୁଇଦିନ ପୂର୍ବରୁ…

ଲୁଣରେ ଲୁଚାଇ ନେଉଥିଲେ ଗଞ୍ଜେଇ

ଚିତ୍ରକୋଣ୍ଡା,୧୬ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ ରାୟପୁରକୁ ଏକ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଧରାପଡିଛି। ବୁଧବାର ରାତିରେ ପାଟ୍ରୋଲିଂ ବେଳେ…

କୋଠରୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ଉମରକୋଟ, ୧୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଭାମୀନ ପଞ୍ଚାୟତ ବାଟିବେଡା ଗ୍ରାମରେ ୨ଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ମିଳିଛି। ଝୁଲନ୍ତା ଅବସ୍ଥାରେ…

ସମବାୟ ନିର୍ବାଚନ: ୪ ପ୍ରାର୍ଥୀଙ୍କୁ ଜଣେ ଭୋଟର

ପଦ୍ମପୁର, ୧୬ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକରେ ଏବେ ସମବାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବ୍ଲକର ଦହିଗାଁ ପ୍ରାଥମିକ ସେବା ସମବାୟ ସମିତିରେ ଚଳିତ…

ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ: ଗଞ୍ଜାମ ଜିଲାପାଳ ହେଲେ ବିଏମ୍‌ସି କମିଶନର

ଭୁବନେଶ୍ବର,୧୬।୬(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ଯୁଗ୍ମ ସଚିବ। କନ୍ଧମାଳ…

ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍‌, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର ଜାମିନ…

କୋଟିଏ ଟଙ୍କାର ଗଞ୍ଜେଇ ଛାଡି ବ୍ୟବସାୟୀ ଚମ୍ପଟ

ଆର.ଉଦୟଗିରି,୧୬।୬(ଡି.ଏନ.ଏ.): ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଏବଂ ତାଙ୍କ ଟିମ୍‌ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ…

ଇଡିକୁ ୩ ଦିନ ଛୁଟି ମାଗିଲେ ରାହୁଲ

ନୂଆଦିଲ୍ଲୀ,୧୬।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କ୍ରମାଗତ ତୃତୀୟ ଥର ଜେରା କରାଯାଇଛି। ଆଜି ମଧ୍ୟ ରାହୁଲଙ୍କୁ ଇଡି ପୁଣି ଜେରା…