ଦିଲ୍ଲୀରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି…

୩୦ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇଛି

ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଜୁନ୍‌ ମଧ୍ୟରେ ଭାରତ ୩୦ ଲକ୍ଷ ଟନ୍‌ ଗହମ ରପ୍ତାନି କରିସାରିଛି। ଏହାଛଡ଼ା ଆହୁରି ମଧ୍ୟ କିଛି ଦେଶ ରପ୍ତାନି ପାଇଁ ଅନୁରୋଧ…

ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍‌

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅନେକ ଦିନ ହେବ ଆରମ୍ଭ ହୋଇଥିବା ସତ୍ତ୍ୱେ ସମାପ୍ତ ହୋଇପାରୁନାହିଁ। ଫରେଷ୍ଟ ଗେଟ୍‌ଠାରୁ ପୁରୁଣା କୋର୍ଟ ଏବଂ ପୁରୁଣା କୋର୍ଟଠାରୁ…

ଅରଡେଇ ନଦୀରେ ପୋଲ କାମ ସରୁନି

କେନ୍ଦୁଝର, ୨୩ା୬(ସ୍ବ.ପ୍ର.): ଆଗକୁ ବର୍ଷା ଦିନ ଆସୁଛି। ଏପଟେ ଭିତ୍ତିପ୍ରସ୍ତର ସ୍ଥାପନକୁ ୬ବର୍ଷ ବିତିଗଲାଣି କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ସରିନାହିଁ।…

ଗୁରୁବାର ଦିଲ୍ଲୀ ଯିବେ ଭାଜପାର ୧୦ ବିଧାୟକ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟ ଭାଜପାର ୧୦ ଜଣ ବିଧାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ସାରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ପ୍ରାର୍ଥୀ…

୩ ଗୋରୁ ବୋଝେଇ ଟ୍ରକ ଜବତ, ୬ ଅଟକ

ରୂପସା/ଜଳେଶ୍ୱର, ୨୩ା୬(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ଗୋ-ଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ନିୟମିତ ଗୋଚାଲାଣ ହେବା ଆଉ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଚଢାଉ ହେଉଥିଲେ ହେଁ…

ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ ୧୩ ରାଜ୍ୟର ୧୨ କୋଟିରୁ ଅଧିକ ଭୋଟରଙ୍କ ଉପରେ ଭାଜପାର ଲକ୍ଷ୍ୟ…

ନୂଆଦିଲ୍ଲୀ, ୨୩।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ପଛରେ ଦେଶର ୧୩ ଟି ରାଜ୍ୟର ୧୨ କୋଟିରୁ…

‘୭.୫% ବଢ଼ିପାରେ ଭାରତୀୟ ଅର୍ଥ ବ୍ୟବସ୍ଥା’

ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାରେ ୭.୫% ହାରରେ ଅଭିବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଏହାଦ୍ୱାରା ଭାରତ ଏକ ଦ୍ରୁତ ଅଭିବୃଦ୍ଧି…

ଅଶୋଧିତ ତୈଳରେ ୫ ଡଲାର ହ୍ରାସ

ନୂଆଦିଲ୍ଲୀ, ୨୩ା୬: ବୁଧବାର ଅଶୋଧିତ ତୈଳ ଦର ପ୍ରାୟ ୫ ଡଲାର ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଫୁଏଲ୍‌ ଉପରେ ଟିକସ ହ୍ରାସ କରିବା…

ବଢୁଥିବା ସଂକ୍ରମଣକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୬: ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ରହୁଛି। ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ…