ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ସଚିନ ତେନ୍ଦୁଲକର

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ‘ଶାବାସ ମିଠୁ’ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରକୁ ସୋସିଆଲ ମିଡିଆରେ…

ସାତକୋଶିଆରେ ୪ମାସ ହେବ ଦେଖାଯାଉନି ବାଘ

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ସାତକୋଶିଆ ଅଭୟାରଣ୍ୟରେ ୧୫ ବର୍ଷର ଗୋଟିଏ ବାଘୁଣୀ ଥିଲା। ଗତ ୪ ମାସ ହେବ କ୍ୟାମେରା ଟ୍ରାପରେ ବାଘୁଣୀ ଆସିନାହିଁ। ଶେଷଥର ପାଇଁ ଟିକରପଡ଼ାରେ…

ଶିକାରୀ ଫାଶରେ କଲରାପତରିଆ

ଅନୁଗୋଳ ଅଫିସ/ ବନ୍ତଳା,୨୧ା୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ଜୋର୍‌ଦାର ଚାଲିଛି ବନ୍ୟପ୍ରାଣୀ ଶିକାର। ୨୦୧୮ ନଭେମ୍ବର ୧୪ରେ ଶିକାରୀଙ୍କ ଫାଶରେ ପଡ଼ି ମହାବଳ ବାଘ ‘ମହାବୀର’ର…

ଅଗ୍ନିବୀରଙ୍କୁ ମିଳିବ ନିଶ୍ଚିତ ନିଯୁକ୍ତି: ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୧ ।୬: ଅଗ୍ନିପଥ ଯୋଜନାରେ ଦେଶ ସେବା କରି ସାରିବା ପରେ ଅଗ୍ନିବୀରଙ୍କୁ ନିଶ୍ଚିତଭାବେ ହରିୟାଣାରେ ନିଯୁକ୍ତି ସୁଯୋଗ ମିଳିବ ବୋଲି କଥା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ…

୨ଦିନ ହେଲା ଖାଇବା ଛାଡିଦେଇଛି ଦନ୍ତା

ସମ୍ବଲପୁର,୨୧ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ୍‌ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୫ ଦିନ ହେଲା ଏକ ଆହତ ଦନ୍ତା ମୃତ୍ୟୁ ସହ ସଂଗ୍ରାମ କରୁଛି। ୨…

୧ହଜାର ହେକ୍ଟର ଜମିରେ ଚାଷ ପ୍ରଭାବିତ

ରସୁଲପୁର,୨୧ା୬(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତର ବଡନାଳ(ପାଟନାଳି)କୁ ନେଇ ୨ ପଞ୍ଚାୟତର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଉକ୍ତ ନାଳର ଉନ୍ନତିକରଣ ପାଇଁ…

ମୋକିମଙ୍କ ପିଟିଶନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୨୧ା୬: ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିଶନକୁ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ଏଥିସହ ବିଧାୟକ ମହମ୍ମଦ ମୋକିମଙ୍କୁ…

ଆଉ ୩ ଜୋନ୍‌ରେ ବିଭକ୍ତ ହେବ ବିଏମ୍‌ସି

ଭୁବନେଶ୍ୱର,୨୧।୬(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ପୂର୍ବରୁ ବିଏମ୍‌ସିକୁ ୩ଟି ଜୋନରେ ବିଭକ୍ତ କରାଯାଇଥିବାବେଳେ ଖୁବ୍‌ଶୀଘ୍ର ଆଉ ୩ଟି ଜୋନ…

‘ରାଜଧାନୀରେ କାର୍ଯ୍ୟ କରିବାରେ ଅନେକ ଚ୍ୟାଲେଞ୍ଜ ରହିବ’

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ଗଞ୍ଜାମ ଜିଲାପାଳ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇବା ପରେ ସୋମବାର ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) କମିଶନର ଭାବେ ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ଗ୍ରହଣ…

ମହାପ୍ରଭୁଙ୍କ ବ୍ୟଙ୍ଗଚିତ୍ର ଭାଇରାଲ

ପୁରୀ ଅଫିସ ୨୧।୬:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗଚିତ୍ର ଭାଇରଲ ହୋଇଛି। ଅଣସର ନୀତି ଅବସରରେ ପଞ୍ଜାବ ଲୁଧିଆନାର ଇସ୍କନ ସଂସ୍ଥା ପକ୍ଷରୁ ଏହି ବ୍ୟଙ୍ଗଚିତ୍ର…