୩୫୦ କୋଟିର ହେରୋଇନ ଜବତ…

ଅହମଦାବାଦ, ୧୨।୭ : ଗୁଜୁରାଟର ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ)କୁ ଏକ ବଡ଼ ସଫଳତା ମିଳିଛି। କୁଚ ଜିଲାର ମୁନ୍ଦ୍ରା ବନ୍ଦର ନିକଟରେ ଥିବା ଏକ କଣ୍ଟେରନରରୁ…

ୟୁକ୍ରେନ୍‌ ଉପରେ ଏବେ ନାଗରିକତା ବୋମା ପକାଇଲା ରୁଷିଆ…

ମସ୍କୋ/କ୍ୱିଭ, ୧୨।୭ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ଏବେ ୟୁକ୍ରେନ୍‌ ଉପରେ ନାଗରିକତା ବୋମା ପକାଇଛନ୍ତି। ୟୁକ୍ରେନ୍‌ର ସମସ୍ତ ଲୋକଙ୍କୁ ରୁଷିଆ ନାଗରିକତା ପ୍ରଦାନ ଲାଗି…

ହୀରାକୁଦ ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୧୨ା୭: ହୀରାକୁଦ ଜଳଭଣ୍ଡାରରୁ ମାଛ ଧରୁଥିବାବେଳେ ଡଙ୍ଗାରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଲଖନପୁର ଥାନା ଅଧୀନ ବଲଣ୍ଡା ଗ୍ରାମର…

ତାପସୀଙ୍କ ଅଦ୍ଭୁତ ସ୍ୱପ୍ନ

ମୁମ୍ବାଇ: ବଲିଉଡର ଆଗ ଧାଡିର ନାୟିକା ତାପସୀ ପନ୍ନୁ ସୁରମା ସାଂଡ କି ଆଖ, ରଶ୍ମୀ ରକେଟ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି…

୧୦କିଲୋମିଟର ରୋଡ ଶୋ’ କରି ବୈଦନାଥ ଧାମରେ ପହଞ୍ଚିଲେ ମୋଦି

ରାଞ୍ଚି,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତ କରିଛନ୍ତି। ଦେଓଘର ପହଞ୍ଚିବା ପରେ ସେଠାରେ ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦର ଓ ଅନ୍ୟ ବିକାଶମୂଳକ ଯୋଜନାଗୁଡ଼ିକୁ ଉଦ୍‌ଘାଟନ…

ଓ୍ବାର୍କ ଫ୍ରମ୍‌ ହୋମ୍‌କୁ ଆଇନଗତ ସ୍ବୀକୃତି…

ଆମେଷ୍ଟରଡ଼ାମ୍‌,୧୨।୭ : ନେଦରଲାଣ୍ଡରେ ରହୁଥିବା ଭାରତୀୟ ଏବେ ବେଶ୍‌ ଖୁସି। ସେମାନେ ବର୍ତ୍ତମାନ ଘରେ ରହି କାମ କରିପାରିବେ। ଏଠାରେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଆଇନଗତ ଅଧିକାରରେ…

ନୂଆପଲ୍ଲୀରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ୍‌

ଆର୍‌.ଉଦୟଗିରି,୧୨ା୭(ଡି.ଏନ୍‌.ଏ.): କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ଗଜପତି ଜିଲା ନୂଆଗଡ଼ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି…

ପୁଣି ଆତଙ୍କ ଘନେଇଲା, ୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି…

ଘର ଆଜବେଷ୍ଟ ଉପରେ ସିଂହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ…

ସୋନପୁର ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୋନପୁର,୧୨।୭(ନି.ପ୍ର.): ସୋନପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ଘୋଷଣା କରିଛନ୍ତି ।…