ଭାରତ ବିପକ୍ଷ ଟି୨୦,ଦିନିକିଆ ଲାଗି ଇଂଲଣ୍ଡର ଦଳ ଘୋଷଣା, ଚମକାଇଲା…

ଲଣ୍ଡନ,୧।୭: ଭାରତ ପରେ ଆୟୋଜକ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ଲାଗି ଶୁକ୍ରବାର ଦଳ ଘୋଷଣା କରିଛି। ଜୋସ୍‌ ବଟଲର୍‌ ଏହି…

ଦିଲ୍ଲୀ ପରେ ପଞ୍ଜାବରେ ମାଗଣା ହେଲା ବିଜୁଳି

ଚଣ୍ଡିଗଡ଼,୧।୭: କଥା ରଖିଲା ଆମ ଆଦମୀ ଦଳ। ପଞ୍ଜାବରେ ନିର୍ବାଚନ ବେଳେ ଦିଆଯାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ…

ରଥରେ ଲାଗିଲା ବିଦ୍ୟୁତ୍‌ ତାର : ଜଣେ ମୃତ, ୭ ଗୁରୁତର

ବାଲେଶ୍ୱର ଅଫିସ,୧।୭: ରଥଟଣା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ…

ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଭାଜପାର ପୂର୍ବତନ ସହଯୋଗୀ ଅକାଳୀ ଦଳ

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ସହଯୋଗୀ ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ଏନେଇ ଶୁକ୍ରବାର ଚଣ୍ଡିଗଡ଼ରେ…

ଶନିବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୧।୭(ବ୍ୟୁରୋ): ଶନିବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୪ ଯାଏ ଚାଲିବ। ତେବେ ୨୪ ଦିନିଆ ଏହି ଅଧିବେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

ଭୁଜାଲି ଦେଖାଇ ଗୋରୁ ବେପାରୀଙ୍କ ଦାଦାଗିରି: ଗାଡ଼ିରୁ ଡେଇଁ କନଷ୍ଟେବଳ ଗୁରୁତର

ରୂପସା,୧।୭(ଡି.ଏନ.ଏ.):ବାଲେଶ୍ୱର ଜିଲା ୬୦ନଂ. ଜାତୀୟ ରାଜପଥରେ ଗୋରୁ ଚାଲାଣକାରୀଙ୍କ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ କରାଯାଇ ଗୋରୁଗୁଡ଼ିକୁ ଉଦ୍ଧାର କରାଯାଉଥିଲେ ମଧ୍ୟ ଗୋଚାଲାଣ…

ଶରଧାବାଲିରେ ଲାଗିଲା ତିନି ରଥ

ପୁରୀ ଅଫିସ,୧।୭: ଶରଧାବାଲିରେ ଲାଗିଲା ତିନି ରଥ। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା…

୨ ମାସ ପୂର୍ବରୁ ଆଲିଆ ଗର୍ଭବତୀ ଥିବା କହିଥିଲେ ଜଣେ ମହିଳା, ବ୍ୟାନ ହୋଇ ଯାଇଥିଲା ଆକାଉଣ୍ଟ

ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହର ମାତ୍ର ୨ ମାସ ପରେ ସେ ଗର୍ଭବତୀ ଥିବା ଜଣାଇଥିଲେ। ଏହି ଖୁସି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ…

ହାତୀ ଉପଦ୍ରବ, ଘଉଡ଼ାଇବା ପରେ ଅସୁସ୍ଥ ଥିବା ସନ୍ଦେହ

ରୂପ୍‌ସା,୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ମୟୂରଭଞ୍ଜ ପଟୁ ଏକ…

ବହୁଦିନ ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଫେରିବେ ନର୍ଗିସ

ଅଭିନେତ୍ରୀ ନର୍ଗିସ ଫାଖରୀ ବଲିଉଡ୍‌ରୁ ବ୍ରେକ୍‌ ନେଇଯାଇଥିଲେ। ଏପରି ନ କରିବାକୁ ତାଙ୍କୁ ଅନେକ ଜଣ ବୁଝାଇଥିଲେ। କାରଣ ବ୍ରେକ୍‌ ନେବାପରେ କଳାକାରଙ୍କୁ କେବଳ ଦର୍ଶକ ନୁହଁନ୍ତି,…