ଧରାପଡ଼ିଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୨୮ା୮(ସ୍ବ.ପ୍ର.): ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ଧରାପଡିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ଶନିବାର ସିଆରପିଏଫ୍‌-୬୦ବାହିନୀ ପକ୍ଷରୁ ମିଳିତ କୋମ୍ବିଂ ଅପରେଶନ…

ବିନା ମେକ୍‌ଅପ୍‌ରେ ମିସ୍‌ ଇଂଲଣ୍ଡ ଫାଇନାଲିଷ୍ଟ

ପ୍ରତ୍ୟେକ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଦ୍ୱନ୍ଦ୍ୱୀ ମେକ୍‌ଅପ୍‌ ତଥା ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ମିସ୍‌ ଇଂଲଣ୍ଡ ପ୍ରତିଯୋଗିତାରେ ଜଣେ କଣ୍ଟେଷ୍ଟାଣ୍ଟ ବିନା ମେକ୍‌ଅପ୍‌ରେ…

ଦୁବାଇର ସବୁଠାରୁ ଦାମୀ ଘର କିଣିଲେ ମୁକେଶ ଅମ୍ବାନୀଙ୍କ ସାନ ପୁଅ

ନୂଆଦିଲ୍ଳୀ,୨୮।୮: ଦୁବାଇର ସବୁଠାରୁ ଦାମୀ ଘର କିଣିଛନ୍ତି ରିଲାଏନ୍ସ ଗ୍ରୁପ୍‌ର ମାଲିକ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ। ସମୁଦ୍ରକୂଳରେ ଏହି ଘର ରହିଥିବାବେଳେ ଏହାକୁ…

ଭୁଶୁଡିଲା ଟୁଇନ ଟାଓ୍ବାର: ସୁପରଟେକ୍‌କୁ ୫୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୮।୮: ଦିଲ୍ଲୀ ଉପକଣ୍ଠ ନୋଏଡ଼ା ସେକ୍ଟର ୯୩-ଏ ସ୍ଥିତ ପ୍ରାୟ ୧୦୦ ମିଟର ଉଚ୍ଚତାବିଶିଷ୍ଟ ସୁପରଟେକ୍‌ ଟୁଇନ ଟାଓ୍ବାର ରବିବାର ମାତ୍ର ୯ ସେକେଣ୍ଡରେ ଧ୍ୱଂସାବଶେଷରେ ପରିଣତ…

ସ୍ତ୍ରୀଙ୍କ ସହ ଝଗଡା କରି ତାଳ ଗଛରେ ରହୁଥିଲେ ସ୍ବାମୀ, ୩୨ ଦିନ ପରେ…

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ମାଉ ଜିଲାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡା କରି ତାଳ ଗଛ ଉପରେ ରହୁଥିଲେ। ଦୀର୍ଘ ୩୨ ଦିନ ପରେ ରବିବାର ପ୍ରାୟ…

ବଜ୍ରପାତ ନେଲା ୫ ଜୀବନ

ରାଇରଙ୍ଗପୁର/ଝାରସୁଗୁଡ଼ା ଅଫିସ,(ଡି.ଏନ୍‌.ଏ.): ରାଜ୍ୟର ମୟୂରଭଞ୍ଜ ଏବଂ ଝାରସୁଗୁଡ଼ା ଜିଲାରେ ରବିବାର ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଦୁଇଟି ସ୍ଥାନରେ…

ତାଲିବାନ ଶାସନର ବର୍ଷେ ପରେ ଆଫଗାନିସ୍ତାନରେ ଖୋଲିବ ସିନେମା ଘର

କାବୁଲ,୨୮।୮:ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବାର ପ୍ରାୟ ଏକ ବର୍ଷ ପରେ ଦେଶର ସିନେମା ଘର ଖୋଲିବାକୁ ଯାଉଛି। କିନ୍ତୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ଶୋ’ରେ ମହିଳାଙ୍କ…

ସୁଶୀଲ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୮ ।୮: ବିହାରରେ ଜେଡିୟୁ ଭାରତୀୟ ଜନତା ପାର୍ଟି(ଭାଜପା) ଠାରୁ ଅଲଗା ହୋଇ ସରକାର ଗଠନ କରିବା ପରେ ଏବେ ରାଜ୍ୟ ସଭା ଏମପି ସୁଶୀଲ ମୋଦି…

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ଦୁବାଇ,୨୮।୮: ଏସିଆ କପ୍‌ ୧୫ତମ ସିଜିନ୍‌ରେ ଭାରତ ତାର ତାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭେଟୁଛି।…

ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ, ତିନି ଜିଲାରେ ୪ ଜଣଙ୍କ ରିପୋର୍ଟ ପଜିଟିଭ

ରାଞ୍ଚି,୨୮ ।୮: ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ ଏଣ୍ଟ୍ରି କରିଛି । କୁହାଯାଉଛି କି ରାଜ୍ୟରେ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବୋକାରୋ, ରାଞ୍ଚି ଓ…