‘ଏକ ଦୌଡ ଦେଶ କା ନାମ’

ଭୁବନେଶ୍ୱର,୫।୯ (ବ୍ୟୁରୋ):ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ପାହାଳଠାରେ ‘ଏକ ଦୌଡ…

୩୩% ପରିବାର କ୍ଷୀର ପିଇବା କମାଇଛନ୍ତି

ନୂଆଦିଲ୍ଲୀ,୫ା୯: ଭାରତରେ କ୍ଷୀର ଦରବୃଦ୍ଧି ଯୋଗୁ ଏହାର ବ୍ୟବହାର କେତେ ପ୍ରଭାବିତ ହୋଇଛି ସେନେଇ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ ଏକ ସର୍ବେକ୍ଷଣ…

ଛାତ୍ରଙ୍କଠାରୁ ୭୮ ହଜାର ନେଇଗଲେ ସାଇବର ଠକ

ଭୁବନେଶ୍ୱର,୫।୯ (ବ୍ୟୁରୋ):ରାଜଧାନୀରେ ପ୍ରତିଦିନ କେହି ନା କେହି ସାଇବର ଠକେଇର ଶିକାର ହେଉଛନ୍ତି। ଏଠାରେ ରହି ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ସ୍ମାର୍ଟ…

ନକଲି ସୁନାବତି ଦେଇ ୧୦ ଲକ୍ଷ ଠକିନେଲେ

କଟକ ଅଫିସ,୫ା୯:ଏକ କିଲୋ ଓଜନର ନକଲି ସୁନାବତି ଦେଇ ୧୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ କ୍ୟାଣ୍ଟନ୍‌ମେଣ୍ଟ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ…

ବିଜେବିରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଫି’ ବଢ଼ିଲା

ଭୁବନେଶ୍ୱର, ୫।୯(ବ୍ୟୁରୋ):୨୦୨୨-୨୩ ଶିକ୍ଷାବର୍ଷରୁ ଭୁବନେଶ୍ୱରସ୍ଥିତ ବିଜେବି କଲେଜରେ ସେଲ୍ଫ ଫାଇନାନ୍ସିଂରେ ପାଠପଢ଼ା ମହଙ୍ଗା ହେବ। ସିଟ୍‌ ସହ କୋର୍ସ ଫି’କୁ ମଧ୍ୟ ବଢ଼ାଇ ଦିଆଯାଇଛି। ପିପିପି ମୋଡ୍‌ରେ…

ଏପଟେ ଆଲୋଚନା, ସେପଟେ ଆତ୍ମହତ୍ୟା

ଭୁବନେଶ୍ୱର,୫।୯(ବ୍ୟୁରୋ):କରୋନା ପରଠାରୁ ଲୋକଙ୍କ ଆତ୍ମହତ୍ୟା ପ୍ରବଣତା ବଢ଼ି ଚାଲିଛି। ଉନ୍ନତ ଜୀବନ ଶୈଳୀ ଭିତରେ ମଣିଷ ଜୀବନକୁ ମୂଲ୍ୟହୀନ ମନେ କରୁଛି। ବିଶେଷକରି ଓଡ଼ିଶାରେ ଆତ୍ମହତ୍ୟା ହାର…

୪୬ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନୀତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୫ ।୯: ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ସକାଳ ୧୦ଟା ୩୦ରେ ବିଜ୍ଞାନ ଭବନରେ ଦେଶର ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ…

ଆତ୍ମହତ୍ୟା ଏଡ଼ାଇବାକୁ ସାମଗ୍ରିକ ରଣନୀତି ଆବଶ୍ୟକ

ଭୁବନେଶ୍ୱର,୫।୯ (ବ୍ୟୁରୋ):ବର୍ତ୍ତମାନ ଆତ୍ମହତ୍ୟା ପ୍ରବଣତା ଦିନକୁ ଦିନ ବଢିବାରେ ଲାଗିଛି। ପାରିବାରିକ କଳହ, ପ୍ରେମ ପ୍ରତାରଣା, ଅର୍ଥନୈତିକ ସମସ୍ୟା ଭଳି ଅନ୍ୟାନ୍ୟ କାରଣ ପାଇଁ ସେଲିବ୍ରିଟି ହୁଅନ୍ତୁ…

ଏ ନାବେ ଗୁରୁ କର୍ଣ୍ଣଧାର

ଭାରତୀୟ ଗୁରୁ-ଶିଷ୍ୟ ପରମ୍ପରାରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ଏକ ଶକ୍ତିର ଉତ୍ସ। ଜୀବନ ଗଢ଼ିବାର ମହାସୂତ୍ର। ସ୍ବାମୀ ବିବେକାନନ୍ଦଙ୍କ ମତରେ, ଯେଉଁ ଆତ୍ମାରୁ…

ସମୁଦ୍ରରେ ସ୍ନାନବେଳେ ଚାଲିଗଲା ପ୍ରାଣ

ପୁରୀ ସହର,୫ା୯:ଖୁସିରେ ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଇ ସାରି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତେ। ସ୍ତ୍ରୀ ଓ ଝିଅକୁ ଧରି ଗାଧୋଉଥିଲେ। ହେଲେ ସବୁ ଅଧାରେ ରହିଗଲା।…