ନୀତୀଶଙ୍କୁ ଝଟ୍‌କା: ଦାମନ-ଡିୟୁର ସମସ୍ତ ଜେଡିୟୁ ସଦସ୍ୟ ଭାଜପାରେ ସାମିଲ, ୧୫ ପଞ୍ଚାୟତ ସଦସ୍ୟ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଅଲଗା ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦୟ ୟୁନାଇଟେଡ(ଜେଡିୟୁ)କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି…

ମନ୍ତ୍ରୀଙ୍କୁ ଚପଲ ମାଡ

ଜୟପୁର,୧୩।୯: ରାଜସ୍ଥାନର ମନ୍ଦିର ସହର ପୁଷ୍କରରେ ଗୁର୍ଜର ସଂରକ୍ଷଣ କମିଟିର ସୁପ୍ରିମୋ ସ୍ବର୍ଗତ କର୍ଣ୍ଣେଲ କିରୋରି ସିଂ ବଂଶଲାଙ୍କ ଅସ୍ଥି ବିସର୍ଜନ ପୂର୍ବରୁ ଆୟୋଜିତ ଗୁର୍ଜର ମହାସମ୍ମିଳନୀରେ…

କୋହିନୁର ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ

ପୁରୀ ଅଫିସ,୧୩।୯:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋହିନୁର ହୀରାକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ଏହିକ୍ରମରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀସ୍ଥିତ…

ଗାଁକୁ ଯାଇ ରାଜସ୍ବ ମାମଲା ଫଇସଲା କରିବେ ତହସିଲଦାର

ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଆସନ୍ତା ୧୫ ତାରିଖରୁ ତହସିଲଦାରମାନେ କ୍ୟାମ୍ପ କୋର୍ଟ ଶୁଣାଣି ଆରମ୍ଭ କରିବେ। ସେହିପରି ପ୍ରତ୍ୟେକ ମାସରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧୀନରେ ଥିବା ପ୍ରତ୍ୟେକ…

କିନ୍ନରଙ୍କ ସହ ସ୍ବାମୀଙ୍କୁ ବିବାହ କରାଇଲେ ସ୍ତ୍ରୀ

ଭବାନୀପାଟଣା/ନର୍ଲା,୧୩।୯(ସ୍ବ.ପ୍ର./ଡି.ଏନ୍‌.ଏ.):ମନ ସହ ମନର ମିଳନ ହିଁ ପ୍ରକୃତ ପ୍ରେମ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଅଧୀନ ଧୁରୁକୁଟି ଗ୍ରାମରେ। ୫ବର୍ଷ…

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୨, ୨୦୨୨)

ବାଦାମବାଡ଼ି ବସ ଷ୍ଟାଣ୍ଡ ପରିସର ରେ ଥିବା ଓଏସଆରଟିସି ଗ୍ୟାରେଜ୍ କଟକ ସିଡିଏ ରାସ୍ତା ର ଦୁରବସ୍ଥା ହଂସପାଳ ଛକରୁ କୁଆଖାଇ ରୋଡ କଡରେ ଥିବା ଗଛକୁ…

ଇଲେକ୍ଟ୍ରିକ୍‌ ହାଇଓ୍ବେ ବିକାଶ ଲାଗି ସରକାର କାର୍ଯ୍ୟ କରୁଛନ୍ତି: ଗଡ଼କରୀ

ନୂଆଦିଲ୍ଲୀ,୧୨।୯: କେନ୍ଦ୍ର ସରକାର ସୌରଶକ୍ତି ଚାଳିତ ଇଲେକ୍ଟ୍ରିକ୍‌ ରାଜପଥ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରାଜପଥରେ ଯାତାୟାତ କରୁଥିବା ବସ୍‌, ଟ୍ରକ୍‌ ଚାର୍ଜ କରିବା ସୁବିଧା…

ଜାକ୍‌ଲିନ୍‌ଙ୍କୁ ତୃତୀୟ ସମନ

ନୂଆଦିଲ୍ଲୀ,୧୨।୯: କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା…

ଦଙ୍ଗା ଉସୁକାଇବା ଘଟଣାରେ ଏଏପିର ୨ବିଧାୟକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୨।୯: ଦଙ୍ଗା ଉସୁକାଇବା ଏବଂ ପୋଲିସକର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ସମ୍ପର୍କିତ ୭ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ ରୌଜ ଏଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି(ଏଏପି)ର ୨…